ନ୍ୟୁ-ଷ୍ଟିୱାର୍ଡ ସ୍କୁଲରେ ଶିଶୁ ଦିବସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ନ୍ୟୁ-ଷ୍ଟିୱାର୍ଡ ସ୍କୁଲରେ ଶିଶୁ ଦିବସ

କଟକ (ଓଡ଼ିଶା ରିପୋର୍ଟର): କଟକ ମିଶନ୍‌ ରୋଡ୍‌ ସ୍ଥିତ ନ୍ୟୁ-ଷ୍ଟିୱାର୍ଡ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ହୋଇଯାଇଛି। ଏଥିରେ ଏମ୍‌.ତୃପ୍ତିରାଣୀଙ୍କ ଅଧ୍ୟକ୍ଷତା କରିଥିଲେ।
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ୍‌ ନେହରୁଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷା। ଦେଶ ପ୍ରତି ନେହରୁଙ୍କର ଆବଦାନ ଓ ଶୁଶୁମାନଙ୍କ ପ୍ରତି ତାଙ୍କ ସ୍ନେହ, କର୍ତ୍ତବ୍ୟ ବିଷୟରେ ଅତିଥିମାନେ ଛାତ୍ରଛତ୍ରୀମାନଙ୍କୁ ବୁଝାଇ ଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌତୁକିଆ ପୋଷାକ ଓ ମ୍ୟୁଜିକାଲ୍‌ ଚେୟାରର ପ୍ରତିଯୋଗିତା ହୋଇଥିଲା। ପରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟିତ୍ରୀ ବିଭିନ୍ନ ବର୍ଗର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କୃତ କରିଥିଲେ।



from Odisha Reporter https://ift.tt/2OGAGwt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages