ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଚ ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଚ ଭିଡିଓ ଭାଇରାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଚ ଭିଡିଓ ଭାଇରାଲ ହେବାରେ ଲାଗିଛି। ବିଧାୟକ ମହୋଦୟ ଫୁଲ୍‌ ମୁଡ୍‌ରେ ନାଚ କରୁଥିବା ଦେଖିବାକୁ ମିଳୁଛି। ପାରିପାର୍ଶ୍ୱିକ ସ୍ଥିତି ଦେଖି ଲାଗୁଛି କୌଣସି ଏକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥି ହୋଇ ଆସିଥିବା ପ୍ରଶାନ୍ତ ମଞ୍ଚ ଉପରେ ମେଲୋଡି ଗ୍ରୁପ୍‌ର ଡ୍ୟାନ୍‌ସରଙ୍କ ସହ ତାଳରେ ତାଳ ମିଳାଇ ନାଚ କରୁଛନ୍ତି।

“ଯୋଉଦିନ ତତେ ୧୬ ଛୁଇଁବ, କିଣିଦେବି ତତେ ନାକଗୁଣା”- ଏହି ଚର୍ଚ୍ଚିତ ଆଲବମ୍‌ ଗୀତର ବୋଲ୍‌ରେ ଜଗଦ୍ଦେବ ଅଣ୍ଟା ହଲାଇ ନାଚୁଛନ୍ତି। ସିଏ ଏକା ନୁହନ୍ତି ମଞ୍ଚାସୀନ ଜଣେ ମହିଳାଙ୍କ ଇସାରାରେ ମଞ୍ଚ ତଳେ ଥିବା ଅନ୍ୟ କିଛି ବ୍ୟକ୍ତି ମଧ୍ୟ ମଞ୍ଚ ଉପରକୁ ଉଠି ଆସି ବିଧାୟକଙ୍କ ତାଳରେ ତାଳ ଦେଇ ନାଚ କରୁଥିବା ଦେଖିବାକୁ ମିଳିଛି।

ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।



from Odisha Reporter https://ift.tt/2QiV73Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages