ଭୁଶୁଡ଼ିଲା ଦୁଇ ବିଶାଳ ବିଲ୍ଡିଂ, ଚାଲିଗଲା ୮ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ଭୁଶୁଡ଼ିଲା ଦୁଇ ବିଶାଳ ବିଲ୍ଡିଂ, ଚାଲିଗଲା ୮ ଜୀବନ

ପ୍ୟାରିସ୍‌: ଦକ୍ଷିଣପୂର୍ବ ଫ୍ରାନ୍ସର ମାର୍ଶେଇଲେ ସହରର ଥିବା ଦୁଇଟି ବଡ଼ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଏବେ ବି ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି।

ଧ୍ୱଂସାବଶେଷ ତଳେ ଆହୁରି ୮ରୁ ୯ ଜଣ ଲୋକ ଫସି ରହିଛନ୍ତି ବୋଲି ଆଭ୍ୟନ୍ତରୀଣ ମନ୍ତ୍ରୀ ଖ୍ରୀଷ୍ଟଫୋ କାଷ୍ଟନେର କହିଛନ୍ତି।

ସେ କହିଛନ୍ତି, ମୃତକଙ୍କ ମଧ୍ୟରେ ୫ ଜଣ ବିଲ୍ଡିଂରେ ରହୁଥିବା ବେଳେ ଅନ୍ୟ ୩ ଜଣଙ୍କ ପରିଚୟ ମିଳିପାରି ନାହିଁ। ତେବେ ହଠାତ୍‌ ବିଲ୍ଡିଂ ଦୁଇଟି କେମିତି ଭୁଶୁଡ଼ିଲା, ତାହା ଜଣାପଡ଼ିନାହିଁ।



from Odisha Reporter https://ift.tt/2SO65QC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages