ଚାଲୁଚାଲୁ ଅନ୍ତର୍ଦ୍ଧାନ ହେଇଗଲେ ମହିଳା, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ଚାଲୁଚାଲୁ ଅନ୍ତର୍ଦ୍ଧାନ ହେଇଗଲେ ମହିଳା, ଭିଡିଓ ଭାଇରାଲ୍‌

ବେଜିଂ: ଚୀନ୍‌ରେ ଘଟିଥିବା ଏକ ଅଜବ ଘଟଣାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଜଣେ ମହିଳା ରାସ୍ତାରେ ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ପେଭମେଣ୍ଟ୍‌ରେ ଚାଲୁଚାଲୁ ହଠାତ୍‌ କେମିତି ଅନ୍ତର୍ଦ୍ଧାନ ହୋଇଯାଉଛନ୍ତି ତା’ର ଦୃଶ୍ୟ ରହିଛି। ଚୀନ୍‌ର ଲାନ୍‌ଝୋହୁ ସହରରେ ଏଭଳି ଘଟଣା ଘଟିଛି।

ଭିଡିଓରେ ଥିବା ଦୃଶ୍ୟ ଅନୁଯାୟୀ, ଜଣେ ମହିଳା ପେଭମେଣ୍ଟ୍‌ରେ ଚାଲିଚାଲି ଯାଉଥିବା ବେଳେ ହଠାତ୍‌ ଏହା ଧସି ଯାଇ ବଡ଼ ଗାତ ସୃଷ୍ଟି ହେଉଛି। ଫଳରେ ମହିଳା ଜଣଙ୍କ ଏହା ମଧ୍ୟକୁ ଖସିପଡ଼ି ଅଦୃଶ୍ୟ ହେଇଯାଉଛନ୍ତି। ତେବେ ଅନ୍ୟ ପଥଚାରୀ ଓ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉକ୍ତ ଗାତ ଭିତରୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ଏହି ଘଟଣାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋବା ପରେ ପୁଲିସ୍‌ ଏତେ ବଡ଼ ଗାତ କେମିତି ସୃଷ୍ଟି ହେଲା, ତା’ର ତଦନ୍ତ ଆରମ୍ଭ କରିଛି।

ଏହା ପୂର୍ବରୁ ତୁର୍କୀରେ ଏକ ପେଭମେଣ୍ଟ ଧସି କେଉଁଭଳି ଦୁଇ ଜଣ ମହିଳା ଗଭୀର ଖାତ ଭିତରେ ହଜିଯାଇଥିଲେ, ତାର ଭିଡିଓ ସାରା ଦୁନିଆ ଦେଖିଥିଲା।

ଦେଖନ୍ତୁ ଭିଡିଓ:



from Odisha Reporter https://ift.tt/2Df3bPL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages