ତାମିଲ୍‌ ବିଜ୍ଞାପନରେ କାମ କଲେ ଅର୍ଚ୍ଚିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ତାମିଲ୍‌ ବିଜ୍ଞାପନରେ କାମ କଲେ ଅର୍ଚ୍ଚିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଡିଭା ଅର୍ଚ୍ଚିତା ସାହୁ। ଅନେକ୍‌ ହିଟ୍‌ ଫିଲ୍ମ ଦେଇଛନ୍ତି ସେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ। ଏହି ସବୁ ଫିଲ୍ମକୁ ନେଇ ସେ ଅନେକ ପୁରସ୍କାର ମଧ୍ୟ ହାତେଇଛନ୍ତି। ଓଲିଉଡ୍‌ ପରେ ଏବେ ଅର୍ଚ୍ଚିତା ତାମିଲ୍‌ ସିନେମା ଆଡକୁ ମନ ବଳେଇଛନ୍ତି। ନିକଟରେ ତାଙ୍କୁ ତାମିଲ୍‌ ଭାଷାରେ କାମ କରିଥିବା ଦେଖିବାକୁ ମିଳିଛି।

ଦୀପାବଳି ଉପଲକ୍ଷେ ଏକ ତାମିଲ୍‌ ବିଜ୍ଞାପନରେ ତାଙ୍କୁ ଦେଖିବାକୁ ମିଳିଥିଲା। ଯେଉଁଥିରେ ଅର୍ଚ୍ଚିତା ଏକ୍‌ଦମ୍‌ ତାମିଲ୍‌ ବେଶରେ ସଜ ହୋଇଥିଲା।

ନାଲି ଶାଢୀକୁ ମୁଣ୍ଡରେ ଫୁଲର ଗଜରା ଏଥିସହ ସୁନା ହାର ପିନ୍ଧି ଅର୍ଚ୍ଚିତା ପ୍ରସ୍ତୁତ ହୋଇଥିଲେ ସୁଟିଂ ପାଇଁ।

ଏବେ ସେ ତାଙ୍କର ସୁଟିଂ ଏବଂ ମେକଅପ୍‌ ସମୟର ଭିଡିଓ ସେୟାର କରିଛନ୍ତି। ଦେଖନ୍ତୁ କେମିତି ଅର୍ଚ୍ଚିତା ତାମିଲ୍‌ ଗେଟଅପ୍‌ ପାଇ କେମିତି ଦିଶୁଛନ୍ତି।



from Odisha Reporter https://ift.tt/2Fdzrp6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages