ବିଲୁ ଦେହରେ ବୁଲେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ବିଲୁ ଦେହରେ ବୁଲେଟ୍‌

anugul

ଅନୁଗୋଳ (ବିରାଜ ଦାସ): ଅନୁଗୋଳ ଜିଲ୍ଲା ଡେରଜେଙ୍ଗ ପ୍ରୋଜେକ୍ଟ ନିକଟରେ ଏକ ଏନକାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଲୁ ଖାନ୍ ଆହତ ହୋଇଛି।

ବିଲୁର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାକୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ବିଲୁ ନାଁରେ ଅନୁଗୋଳ, ବଅଁରପାଳ ଓ ନାଲ୍‌କୋ ଥାନାରେ ବହୁ ମାମଲା ରହିଛି। ରାହାଜାନୀ, ଲୁଟ୍ ଓ ଡକାୟତି ଭଳି ମାମଲା ତା’ ନାଁରେ ରହିଛି।

ଶରଧାପୁର ପେଟ୍ରୋଲ୍‌ ପମ୍ପ ଲୁଟ୍‌ ଓ ବଳରାମପ୍ରସାଦ ଲୁଟ୍‌ ଘଟଣାରେ ବିଲୁ ସମ୍ପୃକ୍ତ ଥିଲା।



from Odisha Reporter https://ift.tt/2QUtPRR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages