
ଛୋଟ ଛୋଟ ଘଟଣାକୁ ନେଇ ସୋଶାଲ ମିଡିଆରେ ମଜାଦାର ପ୍ରତିକ୍ରିୟା ସବୁ ସମୟରେ ଚର୍ଚ୍ଚାରେ ରହିଆସିଛି। ଏହିଭଳି ଘଟଣା ଘଟିଛି ଅଷ୍ଟ୍ରେଲୀୟ ପେସ୍ ବୋଲର ପ୍ୟାଟ୍ କମିନ୍ସଙ୍କ କ୍ଷେତ୍ରରେ। ଦକ୍ଷିଣଆଫ୍ରିକା ବିରୋଧରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ଏକ ଡିଆରଏସ୍ ରିଭ୍ୟୁ ନିଜ ସପକ୍ଷରେ ଯିବା ପରେ ସାଥୀ ଖେଳାଳିମାନେ ଉତ୍ସବ ମନାଉଥିବା ବେଳେ ସେ ଜଳକା ହୋଇ ଚାହିଁ ରହିଥିବାର ଫଟୋ ଏବେ ଭାଇରାଲ ହେବାକୁ ଆରମ୍ଭ କରିଛି। ତାଙ୍କ ଆମ୍ବିଳା ମୁହଁକୁ ଦେଖି ନାନା କମେଣ୍ଟ ଆସିବାରେ ଲାଗିଛି।
ଏଥିରେ ଜଣେ ଲେଖିଛନ୍ତି, ‘ଏ ପ୍ରତିକ୍ରିୟା ସେହି ବେଳର ଭଳି ଲାଗୁଚି ଯେତେବେଳେ ଶ୍ରେଣୀରେ ସମସ୍ତେ ପାଶ୍ କରିଥିବେ ଆଉ ତୁମେ ଫେଲ ହୋଇଥିବ।’ ଆଉଜଣେ ଲେଖିଛନ୍ତି, ‘ସେ ବୋଧେ ଧନିଆ ଆଣିବାକୁ ଭୁଲିଯାଇଛନ୍ତି।’ ଏବେ ଦେଖନ୍ତୁ ଆଉ କିଛି ମଜାଦାର ଟ୍ୱିଟ୍।
When you’re playing an ODI for Australia and you remember you left the iron on #AUSvSA pic.twitter.com/OQxIQKAoWb
— James Pavey (@jamespavey_) November 9, 2018
When you lose credit card Roulette at dinner… https://t.co/FR6GnCUJ2A
— Pat Cummins (@patcummins30) November 9, 2018
from Odisha Reporter https://ift.tt/2PlEuII
No comments:
Post a Comment