୨୧ ନଭେମ୍ବର, ବୁଧବାର: ଚାକିରି ହରାଇବାର ସମ୍ଭାବନା ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

୨୧ ନଭେମ୍ବର, ବୁଧବାର: ଚାକିରି ହରାଇବାର ସମ୍ଭାବନା ରହିଛି

Rasi-Fala

ମେଷ: ଆଜି ଦିନଟି ଭଲ ନୁହେଁ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ମନ ଅଶାନ୍ତ ରହିବ। କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ।

ବୃଷ: ଜୀବନସାଥୀଙ୍କ ସହ ମତାନ୍ତର ହୋଇପାରେ। ଚାକିରିରେ ପଦୋନ୍ନତି ଘଟିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ଚାକିରି କ୍ଷେତ୍ରରେ ସ୍ଥିତି ସୁଧୁରିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଲାଗି ରହିଥିବା ସମସ୍ୟା ଦୂର ହେବାର ସମ୍ଭାବନା ରହିଛି।

କର୍କଟ: ପରିବାରରେ କେହି ଲାଭବାନ ହେବେ। ସମ୍ପତ୍ତିଗତ ମାମଲାର ସମାଧାନରେ ବିଳମ୍ବ ହେବ। ଚାକିରି ହରାଇବାର ସମ୍ଭାବନା ରହିଛି।

ସିଂହ: ବିଦେଶରେ ରହୁଥିବା ବନ୍ଧୁ ଓ ପରିଜନଙ୍କ ପାଖରୁ ଶୁଭ ଖବର ପାଇବେ। ସ୍ୱାସ୍ଥ୍ୟ ଠିକ୍‌ ରହିବ। ନେଣଦେଣରେ ଲାଭ ମିଳିବ।

କନ୍ୟା: ଆର୍ଥିକ ସ୍ଥିତି ଦୃଢ଼ ହେବ। ବ୍ୟବସାୟ ବଢ଼ାଇବାକୁ ଯୋଜନା କରିବେ।  ପିଲାମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି।

ତୁଳା: ଆଇନଗତ ମାମଲାରେ ବିଜୟୀ ହେବେ। ପାରିବାରିକ ସମସ୍ୟାରେ ସୁଧାର ଆସିବ। ଧନପ୍ରାପ୍ତି ଯୋଗ ରହିଛି।

ବିଛା: କୌଣସି ପୁରୁଣା ବନ୍ଧୁ ସହଯୋଗ କରିବେ। ନୂଆ ଗାଡ଼ି କିଣିବାର ଯୋଗ ରହିଛି। ଅଟକି ରହିଥିବା କାମ ସଂପନ୍ନ ହେବ।

ଧନୁ: ଜୀବନସାଥୀଙ୍କ ସହଯୋଗ ପାଇବେ। ବାପାମାଆଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: ପ୍ରେମ ସମ୍ପର୍କରେ ଆହୁରି ଦୃଢ଼ ହେବ। ଧନପ୍ରାପ୍ତି ଯୋଗ ରହିଛି। ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହ ଦିନଟି ଭଲରେ କଟିବ।

କୁମ୍ଭ: ହଠାତ୍‌ ଧନପ୍ରାପ୍ତି ଯୋଗ ରହିଛି। ଚାକିରି କ୍ଷେତ୍ରରେ ସ୍ଥିତି ଭଲ ରହିବ ଓ ଲାଭବାନ ହେବ। ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ।

ମୀନ: କୌଣସି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଦୁର୍ଘଟଣାର ଯୋଗ ରହିଛି, ସତର୍କ ରୁହନ୍ତୁ।



from Odisha Reporter https://ift.tt/2DAQyOU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages