
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍ର ଏକ୍ସପ୍ରେସନ୍ କୁଇନ୍ ଏଲିନା ସାମନ୍ତରାୟ। ଆଜିକାଲି ସୁଟିଂରେ ଭାରି ବ୍ୟସ୍ତ । କିନ୍ତୁ ଯେବେ ସମୟ ମିଳୁଛି ଏଲିନାଙ୍କୁ କୁକୁରମାନଙ୍କ ସହ ସମୟ ବିତାଉଥିବାର ଦେଖିବାକୁ ମିଳୁଛି। କଥା ହେଉଛି ଏଲିନା ଜଣେ ପଶୁ ପ୍ରେମୀ।


କୁକୁରମାନେ ତାଙ୍କୁ ଭାରି ପସନ୍ଦ। ତେଣୁ ଘର ଆଖ ପାଖରେ ହେଉ ଅବା ସୁଟିଂ ସେଟ୍ରେ ଯଦି ସେ କୁକୁରଙ୍କୁ ଦେଖିଦିଅନ୍ତି ତେବେ କଥା ସରିଲା। କିଛି ସମୟ ନ ବିତାଇ ସେ ସେଠାରୁ ବାହାରନ୍ତି ନାହିଁ ।

କେବେ କେବେ ଏଲିନାଙ୍କୁ ତାଙ୍କ ଘର ପାଖରେ କୁକୁରମାନଙ୍କୁ ଖାଇବାକୁ ଦେଉଥିବା ମଧ୍ୟ ଦେଖିବାକୁ ମିଳେ। ଏଥିସହ ଏଲିନାଙ୍କର ଏକ କଳା କୁକୁର ମଧ୍ୟ ଅଛି। ଯାହାର ଫଟୋ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ପ୍ରାୟ ସମୟ ସେୟାର କରନ୍ତି।



from Odisha Reporter https://ift.tt/2DyQBMi
No comments:
Post a Comment