
ଯାଜପୁର(ଗୁଲାମ୍ ଗସ୍):ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଉଟ୍ଡୋର୍ ନିକଟସ୍ଥ ଆଶା ଗୃହରେ ଗତକାଲି ବିଳମ୍ୱିତ ରାତିରେ ନିଆଁ ଲାଗିଯାଇଥିଲା।
ମେଡିକାଲ କର୍ମଚାରୀ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା।
ବିଦ୍ୟୁତ୍ ସର୍ଟସର୍କିଟ୍ରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଏଥିରେ କେହି ହତାହତ ହୋଇନାହାନ୍ତି।
ତେବେ ମେଡିକାଲ କର୍ତ୍ତୃପକ୍ଷ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

from Odisha Reporter https://ift.tt/2APEJma
No comments:
Post a Comment