ଏହି ୫ ଫିଲ୍ମ ପାଇଁ ଶାହାରୁଖ୍‌ ସଜାଇଛି ବଲିଉଡ୍‌ର ବାଦ୍‌ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ଏହି ୫ ଫିଲ୍ମ ପାଇଁ ଶାହାରୁଖ୍‌ ସଜାଇଛି ବଲିଉଡ୍‌ର ବାଦ୍‌ଶାହ

saharukh6

ମୁମ୍ବାଇ: ବର୍ଷର ୧୧ ମାସର ଏହି ଦ୍ୱିତୀୟ ଦିନ ବଲିଉଡ୍‌ ଇତିହାସରେ ଶାହାରୁଖ୍‌ଙ୍କ ଜନ୍ମ ଦିନ ଭାବେ ପାଲନ କରାଯାଏ। ଶାହାରୁଖ୍‌ଙ୍କ ଆଜି ତାଙ୍କର ୫୩ ତମ ଜନ୍ମ ଦିବସ ପାଳନ କରୁଛନ୍ତି। ଏମିତିରେ ତ ସେ ବଲିଉଡ୍‌ର କିଙ୍ଗ୍‌ ଖାନ୍‌ କିନ୍ତୁ ବଲିଉଡ୍‌ରେ ‘ବ୍ୟାକ୍ ଟୁ ବ୍ୟାକ୍‌’ ହିଟ୍‌ ଫିଲ୍ମ ଦେଇ ସେ ସାଜିଛନ୍ତି ବାଦ୍‌ଶାହ। ତାଙ୍କର ଫିଲ୍ମ କ୍ୟାରିଅର ‘ଦିୱାନା’ ଫିଲ୍ମରୁ ଆରମ୍ଭ ହୋଇଥିଲା। ତେବେ ଚାଲନ୍ତୁ ଆଜି ଶାହାରୁଖ୍‌ଙ୍କ ଏମିତି ୫ଟି ବ୍ଲକବଷ୍ଟର ଫିଲ୍ମ ବିଷୟରେ ଜାଣିବା ଯେଉଁଥିପାଇଁ ସେ ବଲିଉଡ୍‌ର ବାଦ୍‌ଶାହର ଆଖ୍ୟା ପାଇଛନ୍ତି।

ଡର୍‌, ଅଞ୍ଜାମ୍‌ ଓ ବାଜିଗର ଭଳି ଫିଲ୍ମରେ ନକରାତ୍ମକ ଚରିତ୍ରରେ ନଜର ଆସିଥିବା ଶାହାରୁଖ୍‌ ଅନ୍ୟ ଫିଲ୍ମରେ କିନ୍ତୁ ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସିଛନ୍ତି।

ଶାହାରୁଖ୍‌ଙ୍କ ଏମିତି ଫିଲ୍ମ ଅଛି ଯାହା ବେଶି ସଫଳ ହୋଇ ନ ଥିଲେ ବି ତାଙ୍କୁ ସେଥିରୁ ବେଶ୍‌ ଲୋକପ୍ରିୟତା ମିଳିଛି। ସେ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ରାଜୁ ବନ୍‌ ଗୟା ଜେଣ୍ଚେଲ୍‌ମ୍ୟାନ୍‌, ଫିର୍‌ଭି ଦିଲ୍‌ ହୈ ହିନ୍ଦୁସ୍ତାନୀ, ଡୁପ୍ଲିକେଟ୍‌ ଇତ୍ୟାଦି। ଆଉ ତାଙ୍କର କିଛି ସୁପରହିଟ୍‌ ଫିଲ୍ମ ହେଉଛି ଦେବ୍‌ଦାସ୍‌, ଦିଲ୍‌ବାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ, ମାଇ ନେମ୍‌ ଇଜ୍‌ ଖାନ୍‌, ଚକ୍‌ ଦେ ଇଣ୍ଡିଆ ।
ନିଜର ୨୬ ବର୍ଷରୁ ଅଧିକ ଅଭିନୟ ଦୁନିଆକୁ ଦେଇ ବଲିଉଡ୍‌ର ବାଦାଶାହଙ୍କ ୫ଟି ଜବରଦସ୍ତ ଫିଲ୍ମର ଝଲକ୍‌ ଚାଲନ୍ତୁ ଦେଖିବା।

ଦିଲ୍‌ୱାଲେ ଦୁଲ୍‌ହନିଆଁ ଲେ ଜାଏଙ୍ଗେ:

 

ଦିଲ୍‌ ତୋ ପାଗଲ୍‌ ହୈ:

କୁଛ୍‌କୁଛ୍‌ ହୋତା ହୈ:

 

ମୋହବତୈ:

ଚକ୍‌ଦେ ଇଣ୍ଡିଆ:



from Odisha Reporter https://ift.tt/2Om3qdu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages