‘ଇମ୍ଫା’ ଖଣିରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

‘ଇମ୍ଫା’ ଖଣିରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ

IMFA

ଯାଜପୁର(ଓଡ଼ିଶା ରିପୋର୍ଟର); ଯାଜପୁର ଜିଲ୍ଲା କାଳିଆପାଣିସ୍ଥିତ ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଶ୍ରମିକ ସଂଘ ଓ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଆଲୋଚନାରେ ଶ୍ରମିକ ସଂଘର ୮ ଦଫା ଦାବି ନେଇ ସହମତି ହୋଇଥିଲା।

ଗତ ୩୧ ତାରିଖରେ ମାଟି ଅତଡ଼ା ଧସିବା ଘଟଣାରେ ଆହତ ସମସ୍ତ ଶ୍ରମିକ ହସ୍ପିଟାଲରୁ ଫେରିଛନ୍ତି। ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୁକିନ୍ଦା ଅଞ୍ଚଳ କ୍ରୋମାଇଟ୍ ଖଣି ମଜଦୁର ସଂଘ ସଭାପତି ପ୍ରୀତରଞ୍ଜନ ଘଡ଼େଇ ସୂଚନା ଦେଇଛନ୍ତି।

ଆସନ୍ତାକାଲିଠାରୁ ଖଣି କାର୍ଯ୍ୟ ପୁଣି ଥରେ ଚାଲିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2FcUS9z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages