ଆଜି ରାତି ୧୦ଟା ୩୦: ଓଟିଭିରେ ଆସୁଛି ‘ZERO FIR’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ଆଜି ରାତି ୧୦ଟା ୩୦: ଓଟିଭିରେ ଆସୁଛି ‘ZERO FIR’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇନ୍‌ କାନୁନରେ ବନ୍ଧା ଏ ଜୀବନ। ମିଳୁଛି ତ ନ୍ୟାୟ? ସମୟ ଗଡ଼ାଉ ନାହାନ୍ତି ତ ପୁଲିସ ବାବୁ? ଦେଖନ୍ତୁ ଏମିତି ଏକ କାହାଣୀ ଏଥର ‘ଜିରୋ FIR’ରେ। ଓଡ଼ିଶାର ନମ୍ବର-୧ ନ୍ୟୁଜ୍ ଚ୍ୟାନେଲ୍‌ ‘ଓଟିଭି’ ଦ୍ୱାରା ପ୍ରସାରିତ ଏକ ନିଆରା କାର୍ଯ୍ୟକ୍ରମ। ଯାହାର ଉଦ୍ଦେଶ୍ୟ ହେଉଛି, ସାଧାରଣ ଲୋକଙ୍କୁ ଆଇନ୍‌ କାନୁନ୍‌ ବିଷୟରେ ସଚେତନ କରାଇବା ଓ ଆଇନ୍‌ ସମସ୍ୟାର ସମାଧାନ କେମିତି ହେବ ସେ ସଂପର୍କରେ ବାଟ କଢ଼େଇନେବା।

ପ୍ରତିଟି ଏପିସୋଡ଼ ଆଧାରଣ କରିବ ଏକ ସତ୍ୟ ଘଟଣା ଉପରେ। ଏହା ମାଧ୍ୟମରେ ଲୋକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରି, ତା’ର ସମାଧାନ ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରାଯିବ ବୋଲି କାର୍ଯ୍ୟକ୍ରମର ପ୍ରଯୋଜକ କହିଛନ୍ତି। ଆଇନ୍‌ର ସାହାଯ୍ୟ ଲୋଡୁଥିବା ଲୋକମାନଙ୍କ ପାଇଁ ଲଢ଼ିବ ଓଟିଭି। ଏହି କାର୍ଯ୍ୟକ୍ରମ ଆପଣ ଦେଖିପାରିବେ ପ୍ରତି ଗୁରୁବାର ରାତି ୧୦.୩୦ରେ। କାର୍ଯ୍ୟକ୍ରମର ନାଁ ହେଲା ‘ଜିରୋ ଏଫ୍‌ଆଇଆର୍‌’। ଆଜିଠାରୁ ଓଟିଭିରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭ ହେଉଛି।



from Odisha Reporter https://ift.tt/2znSPdA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages