ଭାରତରେ ଲଞ୍ଚ ହେଲା ୧.୯୫ ଲକ୍ଷ ଟଙ୍କାର ଆକର୍ଷଣୀୟ ବାଇକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ଭାରତରେ ଲଞ୍ଚ ହେଲା ୧.୯୫ ଲକ୍ଷ ଟଙ୍କାର ଆକର୍ଷଣୀୟ ବାଇକ୍‌

ନୂଆଦିଲ୍ଲୀ:ୟୁମ ମୋଟରସାଇକେଲ୍‌ ତାର ନୂଆ ଭ୍ୟାରିଆଣ୍ଟ carburetor Renegade Commando Classic ମଡେଲକୁ ଭାରତରେ ଲଞ୍ଚ୍‌ କରାଯାଇଛି। ଯାହାର ମୂଲ୍ୟ ୧.୯୫ ଲକ୍ଷ ଟଙ୍କା ରହିଛି। ଏହା ଦିଲ୍ଲୀର ଏକ୍ସ ସୋରୁମ୍‌ ପ୍ରାଇସ୍‌ ରହିଛି। ୟୁମ୍‌ କମ୍ପାନୀ ପକ୍ଷରୁ ଆଗରୁ ମଧ୍ୟ Renegade Commando Classicର ଆଉ ଏକ ବାଇକ୍‌ ଲଞ୍ଚ କରାଯାଇଛି। ଯାହର ମୂଲ୍ୟ ହେଉଛି 2.01 ଲକ୍ଷ ଟଙ୍କା।

ତେବେ ନୂତନ ବାଇକ୍‌ରେ ABS ସିଷ୍ଟମ୍‌ ଦିଆଯାଇ ନାହିଁ। ନୂତନ ବାଇକ୍‌ରେ 279.5ccର Liquid-cooled single-cylinder engine ରହିଛି। 23Nm torque ପିକଅପ୍‌ କ୍ଷମତା ବିଶିଷ୍ଟ ଏହି ବାଇକ୍‌ 25.15bhp ପାୱାର ଜେନେରେଟ୍‌ କରିବାରେ ସକ୍ଷମ ହୋଇ ପାରିବ। ଏଥିରେ ୫ଟି ସ୍ପିଡ୍‌  ଗିଏରବକ୍ସ ଦିଆଯାଇଛି। ବ୍ରେକ୍‌ ଦୃଷ୍ଟିରୁ ଏହି ବାଇକ୍‌ରେ 280mm disc ଏବଂ ରିଅର୍‌ 130mm drum brake ସୁବିଧା ଦିଆଯାଇଛି। ଆଗ ପଛ ଦୁଇଟି ଚକାରେ ସ୍ପୋକ୍‌ ଗୁଡ଼ିକ ୧୬ରୁ ୧୫ ଇଞ୍ଚ୍‌ ବିଶିଷ୍ଟ ହେବ। ଷ୍ଟାଇଲିସ୍‌ ଏବଂ ଲୁକ୍ ଦୃଷ୍ଟିରୁ ଯଥେଷ୍ଟ ଆକର୍ଷଣୀୟ ହୋଇଛି। ଯାହା ଆପଣଙ୍କୁ ବେଶ୍‌ ପସନ୍ଦ ଆସିବ।



from Odisha Reporter https://ift.tt/2QJzPjm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages