କଶ୍ମୀର ସମସ୍ୟାର ସମାଧାନ ବାବଦରେ ଅଟଳ କହିଥିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

କଶ୍ମୀର ସମସ୍ୟାର ସମାଧାନ ବାବଦରେ ଅଟଳ କହିଥିଲେ ଏମିତି କଥା

ନୂଆଦିଲ୍ଲୀ:କଶ୍ମୀର ଉପତ୍ୟକାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି ଲାଗି ରହିଛି ଦ୍ୱିପାକ୍ଷିକ ସମସ୍ୟା। ଥରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ ଏହାର ସମାଧାନ ବାବଦରେ କହିଥିଲେ ବୋଲି ଇମ୍ରାନ୍‌ କହିଛନ୍ତି। ବାଜେପୟୀ କହିଥିଲେ, ବିଜେପି ୨୦୦୪ ଲୋକସଭା ନିର୍ବାଚନ ହାରିନଥଲେ ଏହି ସମାଧାନ ହୋଇପାରିଥାନ୍ତା।

ଖବରଦାତାଙ୍କୁ ସୂଚନା ଦେବାଅବସରରେ କହିଥିଲେ, ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂହଙ୍କର ମଧ୍ୟ ସମାନ ମତ ଥିଲା। ଇମ୍ରାନ୍‌ କହିଥିଲେ, ଏହାର ଅର୍ଥ ହେଉଛି କଶ୍ମୀର ପ୍ରସଙ୍ଗର ସମାଧାନ ଅଛି ଏବଂ ଏକ ନିର୍ଦ୍ଦିଷ୍ଟ ସମୟରେ ଉଭୟ ଦେଶ ଏହି ସମାଧାନର ନିକଟତର ହୋଇପାରିଥିଲେ।

ଦ୍ୱିପାକ୍ଷିକ ଆଲୋଚନା ନହେଲେ ଏହି ସମସ୍ୟାର ବିଭିନ୍ନ ବିକଳ୍ପ ବାବଦରେ ଆଲୋଚନା କରାଯାଇନପାରେ। ଉପାୟ ବାବଦରେ ସେ କହିଥିଲେ ୨ରୁ ୩ଟି ଉପାୟ ରହିଛି ଏବଂ ବର୍ତ୍ତମାନ ଏହା ଜଣାଇବାର ସମୟ ନୁହେଁ ବୋଲି ସେ କହିଥିଲେ।



from Odisha Reporter https://ift.tt/2Pkkbq6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages