ଏହି ଫୋନ୍‌ରେ ମିଳୁଛି ୪,୫୦୦ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ଏହି ଫୋନ୍‌ରେ ମିଳୁଛି ୪,୫୦୦ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ

ଏବେ ନୂଆ ବର୍ଷପାଇଁ ଫ୍ଲିପ୍‌କାର୍ଟରେ ସ୍ମାର୍ଟଫୋନ୍‌ ଉପରେ ଆକର୍ଷଣୀୟ ଡିସ୍‌କାଉଣ୍ଟ ମିଳୁଛି। ଏଥିସହିତ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ବ୍ୟବହାକାରୀମାନେ ଅତିରିକ୍ତ ଭାବରେ ୧୦ ପ୍ରତିଶତ ଡିସ୍‌କାଉଣ୍ଟର ଫାଇଦା ନେଇପାରିବେ। ଏହି ମହା ଅଫରରେ ଦୁଇଟି ଫୋନ୍‌ Google Pixel 3 ଏବଂ Google Pixel 3XL ଉପରେ ୪,୫୦୦ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ମିଳୁଛି।

Google Pixel 3

ଏହି ସ୍ମାର୍ଟଫୋନ୍‌ର ଦାମ୍‌ ୭୧,୦୦୦ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ୬୪GBର ମେମୋରୀ ରହିଛି। ଏବେ ଏହି ଫୋନ୍‌କୁ ଆପଣ ୬୬,୫୦୦ ଟଙ୍କାରେ କିଣିପାରିବେ। ଏଥିରେ ୪,୫୦୦ଟଙ୍କାର ଡିସ୍‌କାଉଣ୍ଟ ରହିଛି।

Google Pixel 3XL

ଏହି ସ୍ମାର୍ଟଫୋନ୍‌ରେ ୪GB ରାମ୍‌ ଏବଂ ୬୪GB ଏବଂ ୧୨୮GBର ଷ୍ଟୋରେଜ୍‌ ମେମୋରୀ ରହିଛି। ଏହାର ଦାମ୍‌ ୮୭,୫୦୦ଟଙ୍କା ରହିଥିବା ବେଳେ ଡିସ୍‌କାଉଣ୍ଟ ପରେ ଏହି ଫୋନ୍‌ ଏବଂ ୭୮,୫୦୦ଟଙ୍କାରେ ମିଳିବ।



from Odisha Reporter http://bit.ly/2RoW1Qq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages