
ଝାରସୁଗୁଡ଼ା(ଭାଗୀରଥି ସାହୁ): ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲିରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ବିଦ୍ୟୁତ୍ କର୍ମଚାରୀ ଟ୍ରାନ୍ସଫର୍ମ ସହ ଜଳି ଯାଇଛନ୍ତି। ଟ୍ରାନ୍ସଫର୍ମର ଫ୍ୟୁଜ୍ ବାନ୍ଧିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ମୃତକଙ୍କ ନାଁ କାହ୍ନୁ ଚରଣ ସାହୁ। ତାଙ୍କ ଘର ଛତିଶଗଡ଼ ସରିଆ ଅଞ୍ଚଳରେ। ମୃତ କର୍ମଚାରୀ ଜଣଙ୍କ ଠିକାରେ କାମ କରୁଥିଲେ।
ମିଳିଥିବା ସୂଚନା ଅନୁଯାୟୀ, କାହ୍ନୁ ଟ୍ରାନ୍ସଫର୍ମର ଫ୍ୟୁଜ୍ ବାନ୍ଧିବା ବେଳେ ହଠାତ୍ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା। ଫଳରେ ସେ ଟ୍ରାନ୍ସଫର୍ମର ସହ ଜଳି ଯାଇଥିଲେ।
ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।
from Odisha Reporter https://ift.tt/2rhLd87
No comments:
Post a Comment