ଦୁଷ୍କର୍ମ କରି ରାସ୍ତା କଡ଼ରେ ଫୋପାଡ଼ି ଦେଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 1, 2018

ଦୁଷ୍କର୍ମ କରି ରାସ୍ତା କଡ଼ରେ ଫୋପାଡ଼ି ଦେଇଥିଲେ

Gangrape

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅଞ୍ଚଳରେ ଜଣେ ବଙ୍ଗୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗତକାଲି ୫ ଜଣ ଯୁବକ ଏହି ନାବାଳିକା ଜଣଙ୍କୁ ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇ ଆସିଥିଲେ। ତାଙ୍କୁ କିଛି ଔଷଧ ଖୁଆଇ ଗଣଦୁଷ୍କର୍ମ କରିବା ପରେ ରସୁଲପୁର ପାଖ ରାସ୍ତା କଡ଼ରେ ପକାଇ ପଳାଇଥିଲେ ବୋଲି ଅଭିଯୋଗ ହୋଇଛି।

ଆଜି ସକାଳେ ନାବାଳିକାଙ୍କୁ ରସୁଲପୁର ଗାଁର କିଛି ଲୋକ ଏବଂ କୁଭୀରଗୋଡ଼ି ସରପଞ୍ଚ ରତନ ବାଗ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଝିଅଟି ସୁସ୍ଥ ଅନୁଭବ କରିବା ପରେ ତା’ଠାରୁ ଆଉ କିଛି କଥା ଜଣାପଡ଼ିବ।

ପୁଲିସ୍‌ ଏନେଇ ଖବର ପାଇ ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2Qwhrui

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages