ରିଲିଜ୍‌ ହେଲା ‘ଛମ୍ମା ଛମ୍ମା’ ରିମିକ୍ସି: ବୋଲ୍ଡ ଅନ୍ଦାଜ୍‌ରେ ଅଣ୍ଟା ହଲାଇଲେ ଏଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 14, 2018

ରିଲିଜ୍‌ ହେଲା ‘ଛମ୍ମା ଛମ୍ମା’ ରିମିକ୍ସି: ବୋଲ୍ଡ ଅନ୍ଦାଜ୍‌ରେ ଅଣ୍ଟା ହଲାଇଲେ ଏଲି

ମୁମ୍ବାଇ: ଦୀର୍ଘ ୨୦ବର୍ଷ ପୂର୍ବରୁ ରିଲିଜ୍‌ ହୋଇଥିବା ଫିଲ୍ମ ‘ଚାଇନା ଗେଟ୍‌’ ଯେତିକି ଲୋକପ୍ରିୟତା ହାସଲ କରିଥିଲା ଏହି ଫିଲ୍ମର ଗୀତ ‘ଛମ୍ମା ଛମ୍ମା’ ତାଠୁ ଆଧିକ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଏବେ ଏହି ଗୀତର ରିମିକ୍ସି ପ୍ରସ୍ତୁତ ହୋଇ ମାର୍କେଟକୁ ଚାଲି ଆସିଛି। ଯେଉଁଥିରେ ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ଏଲି ଅବରାମ୍‌ ଆଇଟମ୍‌ ନମ୍ବର କରିଛନ୍ତି। ଗୀତଟିକୁ ରିଲିଜ୍‌ ହେବାର ଗୋଟେ ଦିନରେ ଦେଢ ଲକ୍ଷ ଦର୍ଶକ ଦେଖି ସାରିଲେଣି।

ସୂଚନା ଅନୁଯାୟୀ ରିମିକ୍ସ ସବୁବେଳେ ହିଟ୍‌ ସାବ୍ୟସ୍ତ ହୋଇଛି। ମୂଳ ଗୀତରେ ଉର୍ମିଳା ମାତୋଣ୍ଡକର୍‌ ନିଜ ଜଲୱା ଦେଖାଇଥିବା ବେଳେ ଏଥର ଏଲି ଦର୍ଶକଙ୍କୁ ପାଗଳ କରିବେ ବୋଲି ଆଶା।

 



from Odisha Reporter https://ift.tt/2rDvMqF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages