ପଡ଼ିଆରେ କାହିଁକି ହଠାତ ଡ୍ୟାନ୍ସ କଲେ ବିରାଟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ପଡ଼ିଆରେ କାହିଁକି ହଠାତ ଡ୍ୟାନ୍ସ କଲେ ବିରାଟ !

ଏଡିଲେଡ୍‌: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି କୌଣସି ନା କୌଣସି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍‌ ଇଣ୍ଡିଆ ଟେଷ୍ଟ ମ୍ୟାଚ୍‌ ଖେଳୁଛି। କିନ୍ତୁ ମ୍ୟାଚ୍‌ର ତୃତୀୟ ଦିନରେ ପଡ଼ିଆରେ ଫିଲ୍ଡିଂ କରୁଥିବା ବିରାଟ୍‌ ଏକ ନିଆରା ଢଙ୍ଗରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।

ଆଜି ମ୍ୟାଚ୍‌ ଆରମ୍ଭରୁ ବର୍ଷାର ଲୁଚକାଳି ଖେଳ ଦେଖିବାକୁ ମିଳିଥିଲା। ବର୍ଷା ଛାଡ଼ିବା ପରେ ଟିମ୍‌ ଇଣ୍ଡିଆ ଫିଲ୍ଡିଂ କରିବାକୁ ଆସିଥିଲା। ଏହି ସମୟରେ ବିରାଟ୍‌ ସ୍ଲିପ୍‌ ଅଞ୍ଚଳରେ ଛିଡ଼ା ହୋଇଥିଲେ। ତେବେ ଫିଲ୍ଡିଂ ବେଳେ ହଠାତ ବିରାଟ୍‌ ନିଜ ମୁଣ୍ଡକୁ ହଲାଇବା ସହ ହାତ ହଲାଇ ମନକୁ ମନ ଡ୍ୟାନ୍ସ କରିଥିଲେ।

ଆଜି ତାଙ୍କ ଧର୍ମପତ୍ନୀ ତଥା ଲୋକପ୍ରିୟ ଚିତ୍ର ତାରକା ଅନୁଷ୍କା ଶର୍ମା ଅଷ୍ଟ୍ରେଲିଆରେ ଆସି ପହଞ୍ଚିଥିବାରୁ ସେ ଖୁସିରେ ଏଭଳି ନାଚିଥାଇ ପାରନ୍ତି ବୋଲି କୁହାଯାଉଛି। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।



from Odisha Reporter https://ift.tt/2QICsCi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages