ଏହି ଟେଲିକମ୍‌ କମ୍ପାନୀ ଦେଉଛି ଅନ୍‌ଲିମିଟେଡ୍‌ ଡାଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ଏହି ଟେଲିକମ୍‌ କମ୍ପାନୀ ଦେଉଛି ଅନ୍‌ଲିମିଟେଡ୍‌ ଡାଟା

୬୦ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍‌ ଡାଟା। ତା’ପୁଣି ଉଭୟ ୩ଜି ଏବଂ ୨ଜି ଇଣ୍ଟରନେଟ୍‌ ସହିତ। ଏଭଳି ଅଫର୍‌ ଆଣିଛି। ମହାନଗର ଟେଲିକମ୍‌ ଲିମିଟେଡ୍‌ ନାମକ ଏହି କମ୍ପାନୀ ମଙ୍ଗଳବାର ଦିନ ତାର ନୂଆ ପ୍ରିପେଡ୍‌ ସବ୍‌ସ୍‌କ୍ରାଇବର୍ସଙ୍କ ପାଇଁ ନୂଆ ଖ୍ରୀଷ୍ଟମାସ ଅଫରରେ ଏହା ଘୋଷଣା କରିଛି। ଏହି ଅଫର୍‌ ଦିଲ୍ଲୀ ଏବଂ ମୁମ୍ବାଇ ସବସ୍‌କ୍ରାଇବର୍ସଙ୍କୁ ଦିଆଯିବ।

ଏହି ଅଫରରେ ଏସ୍‌ଏମ୍‌ଏସ୍‌ର ସୁବିଧା ଦିଆଯାଇନାହିଁ। ଏଥିସହ ଡାଟାର ସ୍ପିଡ୍‌ ମଧ୍ୟ ଲିମିଟେଡ୍‌ ରହିବ। MTNLଏପର୍ଯ୍ୟନ୍ତ 4g ର ସେବା ଆରମ୍ଭ କରିନାହିଁ। କମ୍ପାନୀ ଦିଲ୍ଲୀ ଏବଂ ମୁମ୍ବାଇରେ 2G ଏବଂ 3G ନେଟୱର୍କର ସେବା ଯୋଗାଇବ।୨୫ ଡିସେମ୍ବର ୨୦୧୮ରୁ ୩୧ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ ବୁକ୍‌ କରାଯାଇଥିବା ପ୍ରିପେଡ୍‌ କନେକ୍‌ସନ୍‌ ପାଇଁ ଉପଲବ୍ଧ ରହିବ।

ଆପଣ ଯଦି ଏହି ଅଫରର ଲାଭ ନେବାକୁ ଚାହୁଁଛନ୍ତି ତେବେ MTNLର କନେକ୍‌ସନ୍‌ ନେବାକୁ ପଡ଼ିବ।



from Odisha Reporter http://bit.ly/2GGdgbA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages