ହର୍ଷବର୍ଦ୍ଧନ ଆମେରିକାରେ ଭାରତର ନୂଆ ରାଷ୍ଟ୍ରଦୂତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ହର୍ଷବର୍ଦ୍ଧନ ଆମେରିକାରେ ଭାରତର ନୂଆ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ବରିଷ୍ଠ କୂଟନୀତିଜ୍ଞ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲଙ୍କୁ ଭାରତର ନୂଆ ଆମେରିକା ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ମିଳିଛି। ୧୯୮୪ ବ୍ୟାଚ୍‌ର ଏହି ଆଇଏଫ୍‌ଏସ୍‌ ଅଧିକାରୀ ଜଣଙ୍କ ବର୍ତ୍ତମାନ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବା ନଭତେଜ ସରନଙ୍କ ସ୍ଥାନ ନେବେ। ଆଜି ସନ୍ଧ୍ୟାରେ ହିଁ ହର୍ଷବର୍ଦ୍ଧନଙ୍କୁ ନୂଆ ଦାୟିତ୍ୱ ହସ୍ତାନ୍ତର କରାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ବର୍ତ୍ତମାନ ହର୍ଷବର୍ଦ୍ଧନ ବାଂଲାଦେଶରେ ଭାରତର ହାଇକମିଶନର୍ ଭାବେ କାର୍ଯ୍ୟ କରୁଛନ୍ତି। ହର୍ଷବର୍ଦ୍ଧନଙ୍କୁ ଏହି ନୂଆ ନିଯୁକ୍ତି ମିଳିବାରୁ ଏବେ ବାଂଲାଦେଶରେ ହାଇକମିଶନର୍ ଭାବେ ରବି ଗାଙ୍ଗୁଲି ଦାସ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2SVJNM6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages