ପ୍ରଧାନମନ୍ତ୍ରୀ ଫେଲୋସିପ ପାଇଲେ ଓଡ଼ିଆ ଛାତ୍ରୀ ସୀମାଦ୍ରୀ ଶୁଭଦର୍ଶିନୀ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ପ୍ରଧାନମନ୍ତ୍ରୀ ଫେଲୋସିପ ପାଇଲେ ଓଡ଼ିଆ ଛାତ୍ରୀ ସୀମାଦ୍ରୀ ଶୁଭଦର୍ଶିନୀ 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମ୍ପ୍ରତି ପ୍ରଧାନମନ୍ତ୍ରୀ ଫେଲୋସିପ ନିମନ୍ତେ ହୋଇଥିବା ଚୟନ ପରୀକ୍ଷା ରେ ଓଡ଼ିଆ ଛାତ୍ରୀ ସୀମାଦ୍ରୀ ଶୁଭଦର୍ଶିନୀ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ବାୟୋଲୋଜିକାଲ ସାଇନ୍ସରେ ଉଚ୍ଚତ୍ତର ଗବେଷଣା ନିମନ୍ତେ ସମଗ୍ର ଭାରତ ବର୍ଷରୁ ମାତ୍ର ଦୁଇଜଣ ସଫଳତା ହାସଲ କରିଛନ୍ତି। ତନ୍ମଧ୍ୟରୁ ସୀମାଦ୍ରୀ ପ୍ରଥମ ସ୍ଥାନ ଅଧିକାର କରି ଓଡିଶା ର ଗୌରବ ବଢାଇପାରିଛନ୍ତି।

k1ସୀମାଦ୍ରୀ ଏନ ଆଇ ଟି ରାଉରକେଲା ରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ମାଡ୍ରାସ ଆଇଆଇଟିରେ ଗବେଷଣା କରୁଛନ୍ତି।ସେ ଗତବର୍ଷ ଆନ୍ତର୍ଜାତିକ ସମ୍ପାନରେ ଓଡିଶା ର “ବନ୍ଦେ ଉତ୍କଳ ଜନନୀ ” ଉପରେ ସନ୍ଦର୍ଭ ଉପସ୍ଥାପନ କରି ପ୍ରଥମ ହୋଇ ରାଜ୍ୟକୁ ଗର୍ବିତ କରିଥିଲେ।  ବହୁମୁଖୀ ପ୍ରତିଭାର ଅଧିକାରୀ ସୀମାଦ୍ରୀ ଶୁଭଦର୍ଶିନୀ  ବରିଷ୍ଠ ସାମ୍ବାଦିକ ,’ସୁଵାର୍ତ୍ତା’ର ସମ୍ପାଦକ ତଥା ଭାଷା ଆନ୍ଦୋଳନ, ଓଡିଶାର ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଓ ଅଧ୍ୟାପିକା ମାନସୀ ଷଡ଼ଙ୍ଗୀଙ୍କ ଏକମାତ୍ର କନ୍ୟା।



from Odisha Reporter https://ift.tt/2CoUaTf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages