
ମୁମ୍ବାଇ: ରିଲିଜ୍ ହୋଇଛି ରଜନୀକାନ୍ତ ଷ୍ଟାରର ଫିଲ୍ମ ‘ପେଟ୍ଟା’ର ଟ୍ରେଲର। ଟ୍ରେଲର୍ରେ ରଜନୀକାନ୍ତଙ୍କୁ ଦମଦାର ଆକ୍ସନ କରୁଥିବାର ଦେଖିବାକୁ ମିଳିଛି।
ଏହି ଚଳଚ୍ଚିତ୍ରରେ ରଜନୀକାନ୍ତଙ୍କ ସହ ଅଭିନେତ୍ରୀ ତ୍ରିସା ମୁଖ୍ୟ ଭୂମିକାରେ ନଜର ଆସିବେ। ଏଥିସହ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ମଧ୍ୟ ଏକ ଜମ୍ଦାର ଭୂମିକାରେ ଦେଖିବାକୁ ମିଳିବ। ଆସନ୍ତା ଜାନୁୟାରୀ ୧୧ ତାରିଖରେ ଫିଲ୍ମଟି ରିଲିଜ୍ ହେବ।
ପୂର୍ବରୁ ଫିଲ୍ମର ମେକିଂ ଭିଡିଓ ରିଲିଜ୍ ହୋଇଥିଲା। ଯେଉଁଥିରେ ଫିଲ୍ମର ଗୋଟିଏ ଗୀତରେ ସମ୍ବଲପୁରୀ ଧୁନ୍ ଦେଖିବାକୁ ମିଳିଥିଲା। ଯାହା ବେଶ ଲୋକପ୍ରିୟ ହେବାରେ ଲାଗିଛି।
from Odisha Reporter http://bit.ly/2VfBQ6v
No comments:
Post a Comment