ମେସ୍‌ରେ ଝୁଲି ପଡ଼ିଲେ ଛାତ୍ରୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

ମେସ୍‌ରେ ଝୁଲି ପଡ଼ିଲେ ଛାତ୍ରୀ!

ମାଲକାନଗିରି (ଜିତେନ୍ଦ୍ର ବେଉରା): ମେସ୍‌ରେ ଝୁଲି ପଡ଼ିଲେ ଜଣେ କଲେଜ ଛାତ୍ରୀ। ସେ ହେଉଛନ୍ତି ସ୍ନିଗ୍ଧା ମଣ୍ଡଳ। ତାଙ୍କ ଘର ଏମ୍‌ଭି-୫୦ରେ। ସେ ମାଲକାନଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇରେ ପଢ଼ନ୍ତି।

ସ୍ନିଗ୍ଧା ମାଲକାନଗିରି ମହିଳା କଲେଜର ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ର। ସେ ଅନ୍ୟ ୪ ଜଣ ଝିଅଙ୍କ ସହିତ ଝାଟିମାଟି କଲୋନୀର ଏକ ମେସ୍‌ରେ ଗୋଟିଏ ରୁମ୍‌ରେ ରୁହନ୍ତି। ଆଜି ସମସ୍ତେ କଲେଜ ଯାଇଥିବା ବେଳେ ସ୍ନଗ୍ଧା ଏକାକୀ ମେସ୍‌ରେ ଥିଲେ। ସାଥୀମାନେ କଲେଜ ଫେରି ଦେଖନ୍ତି ସ୍ନିଗ୍ଧାଙ୍କ ଝୁଲନ୍ତା ମୃତଦେହ। ପରେ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2EDDJEP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages