କ୍ୟାମ୍ପସ ଭିତରେ ଆଇଆଇଟି ମାଡ୍ରାସର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତ୍ମହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

କ୍ୟାମ୍ପସ ଭିତରେ ଆଇଆଇଟି ମାଡ୍ରାସର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତ୍ମହତ୍ୟା

ଚେନ୍ନାଇ: ଆଇଆଇଟି ମାଡ୍ରାସ୍‌ର ଜଣେ ଆସିଷ୍ଟାଣ୍ଟ ପ୍ରଫେସର କଲେଜ କ୍ୟାମ୍ପସ ମଧ୍ୟରେ ଥିବା କ୍ୱାର୍ଟର୍ସରେ ଜୀବନ ହାରି ଦେଇଛନ୍ତି। ଅଦିତି ସୀମା ନାମକ ଏହି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବୟସ ୪୮ ହୋଇଥିବା ବେଳେ ତାଙ୍କ ଘର ବେଙ୍ଗାଲୁରୁରେ ବୋଲି ପୁଲିସ୍‌ କହିଛି। ଅଦିତି ବିବାହିତ ହୋଇଥିଲେ ମଧ୍ୟ ସ୍ୱାମୀଙ୍କ ଠାରୁ ଅଲଗା ହୋଇ କଲେଜ କ୍ୟାମ୍ପସରେ ରହୁଥିଲେ।

ସୋମବାର ବିଳିମ୍ବତ ରାତିରେ ଅଦିତିଙ୍କ ଜଣେ ସହକର୍ମୀ ତାଙ୍କୁ ଅଚେତ ଅବସ୍ଥାରେ ଠାବ କରିଥିଲେ। ସେ ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ ନେଇଥିଲେ ହେଁ ବୁଧବାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୋଟ୍ଟରୁପୁରାମ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2RAJSon

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages