‘ବାହୁବଳୀ’ର ରେକର୍ଡ ଭାଙ୍ଗିଲେ ଅକ୍ଷୟ ଓ ରଜନୀକାନ୍ତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

‘ବାହୁବଳୀ’ର ରେକର୍ଡ ଭାଙ୍ଗିଲେ ଅକ୍ଷୟ ଓ ରଜନୀକାନ୍ତ!

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଥିବା ସୁପରଷ୍ଟାର୍‌ ରଜନୀକାନ୍ତ ଓ ଅକ୍ଷୟ କୁମାର ଅଭିନୀତ ଫିଲ୍ମ ୨.୦ ବକ୍ସ ଅଫିସ୍‌ରେ ଧମାଲ୍‌ କରିଛି। ସୂଚନା ଅନୁସାରେ,ଏହି ଫିଲ୍ମ ଚର୍ଚ୍ଚିତ ଫିଲ୍ମ ‘ବାହୁବଳୀ’ର ରେକର୍ଡକୁ ବି ଭାଙ୍ଗି ଦେଇଛି। ଏହି ଫିଲ୍ମର ହିନ୍ଦି ଭର୍ସନ୍‌ ରିଲିଜ୍‌ ହେବାର ୬ଦିନ ମଧ୍ୟରେ ୧୨୨.୫ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି ପ୍ରଥମ ଦିନରେ ୨୨କୋଟି ୨୫ ଲକ୍ଷ ରୋଜଗାର କରିଥିବା ବେଳେ ଶୁକ୍ରବାର ୧୮କୋଟି, ଶନିବାର ୨୫, ରବିବାର ୩୪, ସୋମବାର ୧୩.୭୫ କୋଟି ଏବଂ ମଙ୍ଗଳବାର ପ୍ରାୟ ୧୧କୋଟି ୫୦ଲକ୍ଷ ଟଙ୍କାର ବ୍ୟବସାୟ କରିଛି।

ବ୍ୟବସାୟ ଦୃଷ୍ଟିରୁ ଫିଲ୍ମର ଏପରି ସଫଳତାକୁ ନେଇ ଉଭୟ ରଜନୀକାନ୍ତ ଏବଂ ଅକ୍ଷୟ କୁମାର ବେଶ୍‌ ଖୁସି ଅଛନ୍ତି।



from Odisha Reporter https://ift.tt/2rmzdSz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages