ଟ୍ୱିଟରରେ ଭିଡିଓ ଶେୟାର କରି ଶାହାରୁଖ୍‌ ଲେଖିଲେ ‘ସାରା ଦେଶରେ ଚକା ଜାମ୍‌ ହୋଇଯିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ଟ୍ୱିଟରରେ ଭିଡିଓ ଶେୟାର କରି ଶାହାରୁଖ୍‌ ଲେଖିଲେ ‘ସାରା ଦେଶରେ ଚକା ଜାମ୍‌ ହୋଇଯିବ’

ମୁମ୍ବାଇ:ଶାହାରୁଖ୍‌ ଖାନଙ୍କ ଆଗାମୀ ଫିଲ୍ମ ‘ଜିରୋ’ର ଟ୍ରେଲର ରିଲିଜ୍‌ ହେବା ପରେ କିଙ୍ଗ ଖାନ୍‌ ଏବଂ ଅନୁଷ୍କା ଶର୍ମାଙ୍କ ଅଭିନୟକୁ ନେଇ ସବୁଠି ଚର୍ଚ୍ଚା। କିନ୍ତୁ ଏହି ଚଳଚ୍ଚିତ୍ରରେ କ୍ୟଟ୍ରିନା କୈଫ୍‌ଙ୍କ ଡ୍ୟାନ୍ସର ଜବରଦସ୍ତ ଝଲକ୍‌ ରହିଛି। ଫିଲ୍ମର ଟିଜ୍‌ର ଶାହାରୁଖ୍‌ ଖାନ୍‌ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁ ଭିଡିଓରେ କ୍ୟଟ୍ରିନା କୈଫ୍‌ ଏକ ବିଶେଷ ଅନ୍ଦାଜରେ ଡ୍ୟାନ୍ସ କରି ଏଣ୍ଟ୍ରି କରୁଛନ୍ତି। ଯେଉଁ ଭିଡିଓର ଶାହାରୁଖ୍‌ କ୍ୟାପ୍ସନ୍‌ ଲେଖିଛନ୍ତି ‘ପୁରେ ଦେଶ୍‌ ମେ ଚକ୍କା ଜାମ୍‌ ଲଗ୍‌ ଜାଏଗା, ଜବ୍‌ ବବିତା କୁମାରୀ କା ହସନ୍‌ ପରଛାମ୍‌ ଲେହେରାୟେଗା’ ଶାହାରୁଖ୍ ‘ଜିରୋ’ ଫିଲ୍ମର ପ୍ରମୋସନକୁ ନେଇ ଖୁବ୍‌ ବ୍ୟସ୍ତ ଅଛନ୍ତି।

ଆନନ୍ଦ.ଏଲ.ରାୟଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଫିଲ୍ମ ଡିସେମ୍ବର ୨୧ ତାରିଖରେ ରିଲିଜ ହେବ। ଏଥିରେ ସଲମାନ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ଜିରୋ ଫିଲ୍ମରେ ଗୀତ ଗୁଡ଼ିକୁ ଅତି ସୁନ୍ଦର କରିବା ପାଇଁ ଶାହରୁଖଙ୍କ ଝିଅ ସୁହାନା ଖାନ ବହୁ ସାହାଯ୍ୟ କରିଛନ୍ତି।



from Odisha Reporter https://ift.tt/2ElJyqp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages