
ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ଅନ୍ନପୂର୍ଣ୍ଣା ନଗରରେ ଏକ ଭଡ଼ା ଘରେ ସେକ୍ସ ରାକେଟ ଚାଲିଥିଲା। ଏ ସମ୍ପର୍କରେ ପୁଲିସ ଜାଣିପାରି ଅଚାନକ ଚଢ଼ଉ କରିଥିଲା। ଫଳରେ ଉକ୍ତ ଘରୁ ପୁଲିସ ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏହି ମାମଲାରେ ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରେ ଜଣେ ପୁରୀ ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ତେବେ ଚଢ଼ଉ ସମ୍ପର୍କରେ ଜାଣିପାରି କିଙ୍ଗପିନ୍ ଫେରାର ହୋଇଯାଇଛି।
କେତେଦିନ ଧରି ଏଠାରେ ଦେହ ବେପାର ଚାଲିଥିଲା, ତାହାର ତଦନ୍ତ ଆରମ୍ଭ କରୁଛି ପୁଲିସ।
from Odisha Reporter https://ift.tt/2QG3VFh
No comments:
Post a Comment