ପ୍ରଧାନମନ୍ତ୍ରୀ କୃଷି ଋଣ ଛାଡ଼ ନକଲେ ରଖେଇ ବସେଇ ଦେବିନି: ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ପ୍ରଧାନମନ୍ତ୍ରୀ କୃଷି ଋଣ ଛାଡ଼ ନକଲେ ରଖେଇ ବସେଇ ଦେବିନି: ରାହୁଲ

ନୂଆଦିଲ୍ଲୀ: କୃଷି ଋଣ ଛାଡ଼ ନକଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରଖେଇ ବସେଇ ଦେବିନି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ଉଦାହରଣ ରଖି ଏପରି କହିଥିବା ଜଣାଯାଇଛି।

ରାହୁଲ ଏହି ଅବସରରେ କହିଛନ୍ତି, “କ୍ଷମତାକୁ ଆସିବାର ୬ ଘଣ୍ଟାରେ ଦୁଇଟି ରାଜ୍ୟ କୃଷି ଋଣ ଛାଡ଼ ଘୋଷଣା କଲେଣି, ତୃତୀୟ ରାଜ୍ୟ ମଧ୍ୟ ଖୁବ୍‌ ଶୀଘ୍ର ସେପରି କରିବ।”

ସେ ଆହୁରି ମଧ୍ୟ କହିଛନ୍ତି, ଆମେ କ୍ଷମତାରେ ଥିବା ସମସ୍ତ ରାଜ୍ୟରେ ଏପରି ଋଣ ଛାଡ଼ କରିବୁ ଏବଂ କେନ୍ଦ୍ର ସରକାର କୃଷି ଋଣ ଛାଡ଼ ନକରିବାଯାଏ ମୋଦିଙ୍କୁ ରଖେଇ ବସେଇ ଦେବୁନି।

ରାହୁଲ ମୋଦିଙ୍କ ଶିଳ୍ପପ୍ରେମକୁ ଆକ୍ଷେପ କରି କହିଛନ୍ତି, ମୋଦି ଦୁଇ ପ୍ରକାର ଭାରତ ତିଆରି କରୁଛନ୍ତି। ଗୋଟିଏରେ ଚାଷୀ, ଗରିବ, ଯୁବକ ଓ କ୍ଷୁଦ୍ର ବ୍ୟବସାୟୀ ରହୁଛନ୍ତି ଏବଂ ଅନ୍ୟଟିରେ ୧୫ ଜଣ ଧନୀଶାଳୀ ଶିଳ୍ପପତି ରହୁଛନ୍ତି।



from Odisha Reporter https://ift.tt/2R2B1yH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages