ଜିତିଲେ ବସୁନ୍ଧରା ରାଜେ, ହାରିଲେ ମାନଭେନ୍ଦ୍ର ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ଜିତିଲେ ବସୁନ୍ଧରା ରାଜେ, ହାରିଲେ ମାନଭେନ୍ଦ୍ର ସିଂହ

ନୂଆଦିଲ୍ଲୀ: ରାଜସ୍ଥାନରେ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ହେଁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିଜର ମାନ ରଖିଛନ୍ତି। ସେ ବିଜେପିରୁ ବିଦ୍ରୋହ ଘୋଷଣା କରି କଂଗ୍ରେସ ପ୍ରାର୍ଥୀ ହୋଇଥିବା ମାନଭେନ୍ଦ୍ର ସିଂହଙ୍କୁ ଝଲରାପଟନ ଆସନରେ ପରାସ୍ତ କରିଛନ୍ତି। ମାନଭେନ୍ଦ୍ର ସିଂହ ହେଉଛନ୍ତି ପୂର୍ବତନ ବିଜେପି ନେତା ଯଶବନ୍ତ ସିଂହଙ୍କ ପୁଅ।
ରାଜସ୍ଥାନରେ କଂଗ୍ରେସ ୧୦୨, ବିଜେପି ୭୨, ବିଏସ୍‌ପି ୫ ଓ ଅନ୍ୟାନ୍ୟ ଦଳ ୨୦ଟି ଆସନରେ ଆଗୁଆ ଅଛନ୍ତି। ରାଜସ୍ଥାନ ବିଧାନସଭାର ୧୯୯ରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୦୦।



from Odisha Reporter https://ift.tt/2SETtdP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages