ଏମିତି ନୂଆ ବର୍ଷ ପାଳି ଶୁଭେଚ୍ଛା ଜଣାଇଲେ ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଏମିତି ନୂଆ ବର୍ଷ ପାଳି ଶୁଭେଚ୍ଛା ଜଣାଇଲେ ବିରାଟ୍‌

ମେଲବର୍ଣ୍ଣ: ଭାରତରେ ନୂଆବର୍ଷ ଆଉ କିଛି ଘଣ୍ଟା ପରେ ପାଦ ଦେବ। କିନ୍ତୁ ଅଷ୍ଟ୍ରେଲିଆରେ ୨୦୧୯ ପାଦ ଥାପି ସାରିଲାଣି। ଏବେ ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ସିରିଜ୍‌ ଖେଳୁଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପତ୍ନୀଙ୍କ ସହ ସେଠାରେ ୨୦୧୯କୁ ସ୍ୱାଗତ କରିଛନ୍ତି।

ଉଭୟ ଟିମ୍‌ଠାରୁ ଦୂରରେ ରହି କିଛି ସମୟ ଏକାଠି ବିତାଇବା ସହ ସୁନ୍ଦର ସୁନ୍ଦର ଫଟୋ ସୋଶାଲ୍‌ ମିଡିଆରେ ଛାଡ଼ି ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିରାଟ୍‌ ପତ୍ନୀ ଅନୁଷ୍କାଙ୍କ ସହ ଏକ ରୋମାଣ୍ଟିକ୍‌ ଫଟୋ ଛାଡ଼ି ଲେଖିଛନ୍ତି ଯେ, “ ମୁଁ ଭାରତରେ ଏବଂ ବିଶ୍ୱରେ ଥିବା ସମସ୍ତଙ୍କୁ ଅଷ୍ଟ୍ରେଲିଆରୁ ନୂଆ ବର୍ଷର ଶୁଭେଚ୍ଛା ଜଣାଉଛି। ୨୦୧୯ ସମସ୍ତଙ୍କ ପାଇଁ ଭଲ ହେଉ। ଭଗବାନ ସମସ୍ତଙ୍କ ମଙ୍ଗଳ କରନ୍ତୁ।”

ବିରାଟ୍‌ ପ୍ରଥମ କ୍ରିକେଟର ଭାବେ କ୍ରିକେଟ ପ୍ରେମୀଙ୍କୁ ୨୦୧୯ର ଶୁଭେଚ୍ଛା ଜଣାଇଛନ୍ତି।

ରବିବାର ମେଲବର୍ଣ୍ଣ ଟେଷ୍ଟ ଜିତିବା ପରେ ବିରାଟ୍‌ ପତ୍ନୀ ଅନୁଷ୍କାଙ୍କ ସହ ସିଡ୍‌ନୀ ଚାଲି ଯାଇଥିଲେ। ସେଠାରେ ଉଭୟ ୨୦୧୯କୁ ସ୍ୱାଗତ କରିଛନ୍ତି।



from Odisha Reporter http://bit.ly/2GPZZxe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages