
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷର ପ୍ରଥମ ପଥୋତ୍ସବ ଆଜି ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଶୀତୁଆ ସକାଳକୁ ରାଜଧାନୀବାସୀଙ୍କ ପାଇଁ ନୂଆ ଅନୁଭବ ଆଣିଥିଲା ଏଥରର ପଥୋତ୍ସବ। କାରଣ ଅଧିକାଂଶ ଲୋକେ ‘ମୋ ସାଇକେଲ ବୁକ୍’ କରି ଏଥିରେ ଚକ୍କର କାଟୁଥିବା ଦେଖିବାକୁ ମିଳିଥିଲା। ତେବେ ଅଧିକାଂଶ ଏହି ସୁଯୋଗ ପାଇପାରି ନ ଥିଲେ। ରଙ୍ଗାରଙ୍ଗ ମେଲୋଡି ଶୋ’ ସହ ଥ୍ରିଡି ଚିତ୍ର ଏଥରର ମୁଖ୍ୟ ଆକର୍ଷଣ ସାଜିଥିଲା।







from Odisha Reporter https://ift.tt/2QbzIhr
No comments:
Post a Comment