ପୁଣି ଚର୍ଚ୍ଚାରେ ବିରାଟ୍‌ଙ୍କ ସେଲିବ୍ରେସନ୍‌ ଷ୍ଟାଇଲ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ପୁଣି ଚର୍ଚ୍ଚାରେ ବିରାଟ୍‌ଙ୍କ ସେଲିବ୍ରେସନ୍‌ ଷ୍ଟାଇଲ, ଦେଖନ୍ତୁ ଭିଡିଓ

ଏଡିଲେଡ୍‌: ‘କ୍ୟାପ୍ଟେନ୍‌ ଆଗ୍ରେସିଭ୍‌’ ଭାବେ ପରିଚିତ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ପୁଣି ଚର୍ଚ୍ଚାରେ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ବିରାଟ୍‌ଙ୍କ ଆଗ୍ରେସିଭ୍‌ ସେଲିବ୍ରେସନ୍‌ର ଭିଡିଓ ଏବେ ଭାଇରାଲ୍‌ ହୋଇଛି।

ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସ୍‌ରେ ୨୫୦ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ବିନା କୌଣସି ରନ୍‌ରେ ଓପନର୍‌ ଆରୋନ୍‌ ଫିଞ୍ଚଙ୍କୁ ହରାଇଥିଲା। ଇଶାନ୍ତ ଶର୍ମା ଫିଞ୍ଚଙ୍କୁ ବୋଲ୍ଡ କରିବା ପରେ ଫିଲ୍ଡ୍‌ରେ ଉପସ୍ଥିତ ବିରାଟ୍‌ କୋହଲି ନିଜ ଉପରୁ ନିୟନ୍ତ୍ରଣ ହରାଇ ଖୁସିରେ ଦୌଡ଼ିବାକୁ ଲାଗିଥିଲେ।

ଭଲ ଷ୍ଟାର୍ଟ ମିଳିଥିବାରୁ ବିରାଟ୍‌ ଅତ୍ୟନ୍ତ ଉତ୍ତେଜିତ ଢଙ୍ଗରେ ଚିତ୍କାର କରିଥିଲେ। ଇଶାନ୍ତଙ୍କ ଅପେକ୍ଷା ବିରାଟ୍‌ଙ୍କ ସେଲିବ୍ରେସନ୍‌ ଦେଖି ସମସ୍ତେ ଆଶ୍ଚର୍ଯ ହୋଇଯାଇଥିଲେ। ଏଥିସହ ସେ ଫିଞ୍ଚଙ୍କୁ ଇଙ୍ଗିତ କରି ମଧ୍ୟ କିଛି କହିଥିବା ଭିଡିଓରୁ ଦେଖିବାକୁ ମିଳୁଛି।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2REjfPd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages