ମୁମ୍ବାଇ(ଓଡ଼ିଶା ରିପୋର୍ଟର): ସେଲିବ୍ରିଟିମାନଙ୍କ ଭାଉ କହିଲେ ନ ସରେ। ବାହାଘର ସରିଲାଣି। କିନ୍ତୁ ଭାଉଜ ଡାକ ତାଙ୍କୁ ଅଡୁଆ ଲାଗୁଛି। ଆମେ କହୁଛୁ ଦୀପିକା ପାଦୁକୋନ୍ଙ୍କ କଥା। ଗତକାଲି ତାଙ୍କର ତୃତୀୟ ତଥା ଶେଷ ରିସେପ୍ସନ୍ ପାର୍ଟି ସରିଯାଇଛି।
ଦୀପିକା ରେଡ୍ ଗାଉନ୍ ଓ ରଣବୀର ବ୍ଲାକ୍ ଶୁଟ୍ ପିନ୍ଧି ଫଟୋ ଶୁଟ୍ କରୁଥିବା ବେଳେ ଜଣେ ଫଟୋଗ୍ରାଫର ତାଙ୍କୁ ଭାଉଜ କହି ସମ୍ବୋଧନ କରିଥିଲେ। ଏକଥା ଶୁଣି ଦୀପିକା ଗଣମାଧ୍ୟମକୁ ଅନୁରୋଧ କରିଥିଲେ ଦୟାକରି ମୋତେ ଭାଉଜ ଡାକ ନାହିଁ। ଏହା କହିବା ପରେ ସେମାନେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସେମାନଙ୍କ ସହ ଫଟୋ ବି ଉଠାଇଥିଲେ।
ତେବେ ଦୀପିକା ଭାଉଜ ଡାକିବାକୁ ମନା କରୁଥିବା ଭିଡିଓଟି ସୋଶାଲ୍ ମିଡିଆରେ ଏବେ ବେଶ୍ ଭାଇରାଲ ହେଉଛି ।
ଚାଲନ୍ତୁ ଦେଖିବା ସେଇ ଭିଡିଓଟି।
from Odisha Reporter https://ift.tt/2U5w6f4
@filmibiz for more updates. . @ranveersingh #bollywoodbubble #deepveer #deepikapadukone #ranveersingh #wedding #deepika #ranveer #mumbai #ranveerdeepika #hubbynwifey #filmibiz #filmibizupdates #filmiupdates #love #lovebird #lovebirds #newlyweds #mr&mrs #couplegoals #bollywood #bollywoodnews #bollywoodupdates #bollywoodupdate #bollywoodstars
No comments:
Post a Comment