Realmeର ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ: ୨୫ ମେଗାପିକ୍ସଲ୍‌ର ରହିଛି କ୍ୟାମେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

Realmeର ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ: ୨୫ ମେଗାପିକ୍ସଲ୍‌ର ରହିଛି କ୍ୟାମେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): Realme ଗତ ମାସରେ ଲେଟେଷ୍ଟ ସ୍ମାର୍ଟଫୋନ୍‌ U1 ଲଞ୍ଚ କରିଛି। ଆମାଜୋନ୍‌ରେ ଏହି ଫୋନ୍‌ର ସେଲ୍‌ ଲାଗିଛି। ଏଥିରେ ୩GB ଏବଂ ୪GB ରାମ୍‌ ଥିବା ଦୁଇଟି ଭେରିଏଣ୍ଟ ରହିଛି। ୧୭ଡିସେମ୍ବରରୁ ୩GB ରାମ୍‌ ବେରିଏଣ୍ଟ ବିଶିଷ୍ଟ ଫୋନ୍‌ର ବିକ୍ରି ଆରମ୍ଭ ହୋଇଛି। ୪GB ରାମ୍‌ ବେରିଏଣ୍ଟ ଫୋନ୍‌ର ବିକ୍ରି ୧୯ନଭେମ୍ବରରୁ ହେବ।

୩GB ରାମ୍‌ ଥିବା ଫୋନ୍‌ର ଦାମ୍‌ ୧୧,୯୯୯ଟଙ୍କା ଥିବା ବେଳେ ୪GB ରାମ୍‌ ଥିବା ଫୋନ୍‌ର ମୂଲ୍ୟ ୧୪,୪୯୯ଟଙ୍କା ରହିଛି। ଏଥିସହ ଏସ୍‌ବିଆଇ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏହି ଫୋନ୍‌ରେ ୫ପ୍ରତିଶତ କ୍ୟାସ୍‌ବ୍ୟାକ୍‌ର ସୁବିଧା ରହିଛି।

ସ୍ପେଶିଫିକେସନ୍‌

ଫେନ୍‌ରେ ଡୁଆଲ୍‌ ସିମ୍‌ ରହିଛି।  ୬.୩ର ଏଚ୍‌ଡି ଡିସ୍‌ପ୍ଲେ ରହିଛି। ପ୍ରଣ୍ଟ କ୍ୟାମେରା ୧୩ମେଗାପିକ୍ସଲ୍‌ ରହିଥିବା ବେଳେ ବ୍ୟାକ୍‌ କ୍ୟାମେରା ୨୫ମେଗାପିକ୍ସଲ୍‌ରେ ଉପଲବ୍ଧ। ଏଥିସହ ଫୋନ୍‌ରେ ୩୨GB ଏବଂ ୬୪GB ଦୁଇଟି ମେମୋରି ଷ୍ଟୋରେଜ୍‌ର ବିକଳ୍ପ ରହିଛି।



from Odisha Reporter https://ift.tt/2R1nhEa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages