ନଡ଼ା ବୋଝେଇ ଟ୍ରାକ୍ଟରରେ ଲାଗିଗଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ନଡ଼ା ବୋଝେଇ ଟ୍ରାକ୍ଟରରେ ଲାଗିଗଲା ନିଆଁ

fire

ସୋର (ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍ ତାର ଲାଗି ଜଳିଗଲା ଏକ ନଡ଼ା ବୋଝେଇ ଟ୍ରାକ୍ଟର। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲାରେ।

ମିଳିଥିବା ସୂଚନା ଅନୁସାରେ, ଏକ ଟ୍ରାକ୍ଟର ରସାଳପୁରରୁ ନଡ଼ା ନେଇ ବରୁଣସିଂ ଗାଁକୁ ଯାଉଥିଲା। ତେବେ ନଦୀ ଗାଁ ଛକ ନିକଟସ୍ଥ ହରିଶନ୍ଦ୍ର ଦାସଙ୍କ ଘର ଆଗ ରାସ୍ତା ଉପରେ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯାଇଥିବା ଏକ ଏଲଟି (ଲୋ ଟେନ୍‌ସନ୍‌) ବିଦ୍ୟୁତ୍‌ ତାର ଟ୍ରାକ୍ଟରରେ ଲାଗି ଯାଇଥିଲା। ତାରଟି ଝୁଲି ରହିଥିବାରୁ ଟ୍ରାକ୍ଟରରେ ଲାଗି ଯାଇଥିଲା।

ବିଦ୍ୟୁତ୍ ତାର ଟ୍ରାକ୍ଟରରେ ଲାଗିବା ପରେ ନଡ଼ାରେ ନିଆଁ ଲାଗି ଯାଇଥିଲା ଓ ତାହା ହୁତୁ ହୁତୁ ହୋଇ ଜଳି ଥିଲା।

ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।



from Odisha Reporter http://bit.ly/2H4PDtM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages