ପୁଣି ମନ ଜିଣିଲା ଜାଡେଜାଙ୍କ ଯାଦୁ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 15, 2019

ପୁଣି ମନ ଜିଣିଲା ଜାଡେଜାଙ୍କ ଯାଦୁ, ଦେଖନ୍ତୁ ଭିଡିଓ

ଆଡେଲେଡ୍‌: ବ୍ୟାଟିଂ ଓ ବୋଲିଂକୁ ଛାଡ଼ିଦେଲେ ଫିଲ୍ଡିଂରେ ସବୁସମୟରେ ଯାଦୁ ଦେଖାଇ ଆସିଥିବା ରବୀନ୍ଦ୍ର ଜାଡେଜା ପ୍ରଶଂସକଙ୍କ ମନ ଜିଣିବାରେ ସମର୍ଥ ହୋଇଆସିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ଟିକିଆ ଦିନିକଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଉସ୍‌ମାନ୍‌ ଖାୱଜାଙ୍କୁ ରନ୍‌ଆଉଟ୍‌ କରି ସେ ଏଭଳି ଏକ ଚମତ୍କାର ଦେଖାଇଛନ୍ତି।

୧୯ତମ ଓଭର୍‌ରେ ସେ ସୁନ୍ଦରଭାବେ ଫିଲ୍ଡିଂ କରିନେବା ସହିତ ସଫଳତାର ସହିତ ୱିକେଟ୍‌କୁ ଥ୍ରୋ କରିଥିଲେ, ଯାହାକି ଫିଲ୍ଡ ଅମ୍ପୟାରଙ୍କ ସନ୍ଦେହ ହେବାରୁ ତୃତୀୟ ଅମ୍ପୟାରଙ୍କ ବିଚାର ପାଇଁ ଯାଥିଲା। ଶେଷରେ ଜାଡେଜାଙ୍କ ଏହି ଥ୍ରୋ ଠିକ୍‌ ସମୟରେ ହୋଇଥିବା ନେଇ ଘୋଷଣା କରିଥିଲେ ତୃତୀୟ ଅମ୍ପୟାର।

କ୍ରିକେଟ୍ ଡଟ୍‌ କମ୍‌ ଅଷ୍ଟ୍ରେଲିଆର ଟ୍ୱିଟର ହ୍ୟାଣ୍ଡଲର୍‌ରେ ଏହି ଘଟଣାର ଏକ ଭିଡିଓ ଅପ୍‌ଲୋଡ୍‌ କରାଯିବା ସହିତ ଏହାକୁ ବେଶ୍‌ ପ୍ରଶଂସା କରାଯାଇଛି। ଦେଖନ୍ତୁ ସେହି ଭିଡିଓ।



from Odisha Reporter http://bit.ly/2FzH6MJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages