‘ନବୀନ ଦିଲ୍ଲୀ ଯିବା ଲଜ୍ଜାଜନକ ବିଷୟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

‘ନବୀନ ଦିଲ୍ଲୀ ଯିବା ଲଜ୍ଜାଜନକ ବିଷୟ’

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର):କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ନବରଙ୍ଗପୁର ଗସ୍ତ କରିଛନ୍ତି । ନବରଙ୍ଗପୁର ଅପେରା ପଡ଼ିଆରେ ‘ଜବାବ୍ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର। ଏଥିରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର। ଜଳସେଚନ, କୃଷି , ପାଇଖାନା ନିର୍ମାଣ, ଡାକ୍ତରପଦବୀ ପୂରଣ ଦିଗରେ ରାଜ୍ୟ ସରକାର ବିଫଳ ହୋଇଥିବା କହିଛନ୍ତି ଧର୍ମେନ୍ଦ୍ର। ଏପରିକି ରାଜ୍ୟର ବିକାଶ ପାଇଁ କେନ୍ଦ୍ରସରକାର ଓଡ଼ିଶାକୁ ଦେଇଥିବା ପାଣ୍ଠିକୁ ଖର୍ଚ୍ଚ ନକରିପାରି ଓଲଟା ହିସାବ ମାଗିବାପାଇଁ ଦିଲ୍ଲୀ ଯିବା ଲଜ୍ଜାଜନକ ବିଷୟ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗ ନେଇ ସରକାରୀ ଦଳର ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter http://bit.ly/2B4r4re

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages