ପୁଣି ଏକ ଜବରଦସ୍ତ ଗୀତ ନେଇ ଆସୁଛନ୍ତି ସୁବ୍ରତ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ପୁଣି ଏକ ଜବରଦସ୍ତ ଗୀତ ନେଇ ଆସୁଛନ୍ତି ସୁବ୍ରତ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୀତିକାର ସୁବ୍ରତ ସ୍ୱାଇଁ।  ତାଙ୍କ ଲେଖାର ଯାଦୁ ଏଥର ଆପଣଙ୍କ କାନରେ ପୁଣି ପଡ଼ିବ।

ରିଲିଜ୍‌ ଅପେକ୍ଷାରେ ଥିବା ଫିଲ୍ମ ‘ନିମ୍‌କି’ରେ ସେ ଏକ ସୁନ୍ଦର ଗୀତ ଲେଖିଛନ୍ତି। ଗୀତଟିର ଆରମ୍ଭ ହେଉଛି ଏମିତି- “ଏଠି ସପନର ଭୀଡ଼, ଏଠି ପବନର ମୋଡ଼, ଏଠି ମାଟିରୁ ଆକାଶ ଲାଗେ ସବୁବେଳେ ଭିଡ଼, ଏଠି ହଜାର ମନ୍ଦିର, ସଂସ୍କୃତିର ସହର, ଏ ଭୁବନେଶ୍ୱର…”

ଏମିତି କିଛି ସୁନ୍ଦର ମୁଖଡାରୁ ଆରମ୍ଭ ହୋଇଛି ଗୀତ ଭୁବନେଶ୍ୱର। ‘ନିମ୍‌କି’ ଫିଲ୍ମର ଏହି ଗୀତଟି ଲୋକାଦ୍ରୁତ ହେବ ବୋଲି ଆଶା। କେବଳ ନିମ୍‌କି ନୁହେଁ,  ଫିଲ୍ମ ‘ହାପି ଲକି’ରେ ‘ପ୍ରେମ ତୋର ବଦମାସ୍‌ ଭାରି ବଜାରି’, ‘ଓଲେ ଓଲେ ଦିଲ୍ଲ ବୋଲେ’ରେ ‘ନ ଥିଲା ତତେ ଜଣା’, ‘ଫୋର୍‌ ଇଟିୟଟ୍‌’ ରେ ‘ଆଜିଠାରୁ ପାଦ ମୋର ତୋର’, ‘ଲଭ୍‌ ପ୍ରୋମିଜ୍‌’ରେ ‘ତୋ ସାଥୀରେ ଯେବେ ଦେଖା ହୁଏ’, ‘ପ୍ରେମ କୁମାର’ରେ ‘ପ୍ରେମର ଅଙ୍ଗନବାଡି’ରେ ଆଦି ଗୀତକୁ ସେ ସୁନ୍ଦର ଭାବେ ଲେଖିଥିଲେ ସୁବ୍ରତ।

 



from Odisha Reporter http://bit.ly/2W4CbJD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages