ପୁଣି ଆମରଣ ଅନଶନରେ ବସିଲେ ଆନ୍ନ ହଜାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ପୁଣି ଆମରଣ ଅନଶନରେ ବସିଲେ ଆନ୍ନ ହଜାରେ

anna

ନୂଆଦିଲ୍ଲୀ: ଲୋକପାଳ ଆଇନ୍‌ କାର୍ଯ୍ୟକାରୀ କରିବା ଦାବିରେ ସମାଜସେବୀ ଆନ୍ନା ହଜାରେ ପୁଣି ଥରେ ଅନଶନରେ ବସିଛନ୍ତି। ଏଥର ସେ ନିଜ ଗାଁ ରାଲେଗାସିଦ୍ଧିରେ ଆମରଣ ଅନଶନରେ ବସିଛନ୍ତି।

ଆନ୍ନା ଅଭିଯୋଗ କରିଛନ୍ତି, “ଲୋକପାଳ ବିଲ୍ ଆଇନ୍‌ ହେବାର ୫ ବର୍ଷ ହେଲାଣି। ମୋଦି ସରକାର କ୍ଷମତାକୁ ଆସିବାର ୫ ବର୍ଷ ସରିବାକୁ ବସିଲାଣି। ହେଲେ ପ୍ରଧାନମନ୍ତ୍ରୀ ବାରମ୍ବାର ବିଭିନ୍ନ ବାହାନା ଦେଖାଇ ବିଲ୍‌କୁ ଆଇନରେ ପରିଣତ କରିବାକୁ ଟାଳି ଚାଲିଛନ୍ତି।”

ସୂଚନାଯୋଗ୍ୟ, ଲୋକପାଳ ଦାବିରେ ୨୦୧୧ରୁ ଆନ୍ଦୋଳନ କରିଆସୁଛନ୍ତି ଆନ୍ନା। ଗତ ୮ ବର୍ଷ ଭିତରେ ଏହା ହେଉଛି ତାଙ୍କର ତୃତୀୟ ଅନଶନ। ଗତବର୍ଷ ମାର୍ଚ୍ଚ ମାସରେ ମଧ୍ୟ ଆନ୍ନା ସମର୍ଥକଙ୍କ ସହ ୧ ସପ୍ତାହ ଧରି ଅନଶନରେ ବସିଥିଲେ।



from Odisha Reporter http://bit.ly/2MEqXas

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages