କାଳ ହେଲା ପିକନିକ୍‌: ଡଙ୍ଗା ବୁଡ଼ି ଜଣେ ମୃତ, ୮ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

କାଳ ହେଲା ପିକନିକ୍‌: ଡଙ୍ଗା ବୁଡ଼ି ଜଣେ ମୃତ, ୮ନିଖୋଜ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ା ମହାନଦୀ ମୁହାଣରେ ଅଘଟଣ। କାଳ ହେଲା ପିକନିକ୍‌। ଡଙ୍ଗା ବୁଡ଼ି  ଜଣକର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ନିଖୋଜ ହୋଇଛନ୍ତି।

ମହାନଦୀ ମୁହାଣର ନିପାଣିଆ ନିକଟରେ ଡଙ୍ଗା ବୁଡ଼ି ଏହି ଅଘଟଣ ଘଟିଛି। ହୁକିଟୋଲା ବତୀଘର ଠାରୁ ପିକନିକ୍ ସାରି ଡଙ୍ଗାରେ ଫେରୁଥିବା ବେଳେ କୌଣସି କାରଣରୁ ଡଙ୍ଗା ବୁଡ଼ି ଯାଇଥିଲା। ପାରାଦୀପର କୁଜଙ୍ଗ ଅଞ୍ଚଳରୁ ସମ୍ପୃକ୍ତ ବ୍ୟକ୍ତି ପିକ୍‌ନିକ୍‌ କରିବାକୁ ଯାଇଥିଲେ।



from Odisha Reporter http://bit.ly/2SvZ1Yl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages