କାଲିଠୁ ଆରମ୍ଭ ହେବ ପକ୍ଷୀ ଗଣନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

କାଲିଠୁ ଆରମ୍ଭ ହେବ ପକ୍ଷୀ ଗଣନା

bird

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ସାରାରାଜ୍ୟରେ ଆରମ୍ଭ ହେବ ପକ୍ଷୀ ଗଣନା।  ନନ୍ଦନକାନନ ଓ ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ବନ୍ୟପ୍ରାଣୀ ଡିଭିଜନ୍‌ରେ ପକ୍ଷୀ ଗଣନା କରାଯିବ।

୪ ତାରିଖରେ ଚିଲିକା, ୬ରେ ଭିତରକନିକା ଓ ହୀରାକୁଦ ବନଖଣ୍ଡରେ ହେବ ପକ୍ଷୀ ଗଣନା। ଏଥିପାଇଁ ୨୫ରୁ ଅଧିକ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଛି। ଏଥିରେ ପ୍ରାୟ ଏକ ହଜାରରୁ ଅଧିକ ବନ କର୍ମଚାରୀ, ସ୍ୱେଚ୍ଛାସେବୀ ଓ ପକ୍ଷୀପ୍ରେମୀ ନିୟୋଜିତ ହେବେ।

ସେହିଭଳି ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ନଦୀରେ କୁମ୍ଭୀର ଗଣନା ହେବ। ଭିତରକନିକା, ମହାନଦୀ, ଘୋଡ଼ାହାଡ଼ ଓ ଶିମିଳିପାଳରେ ଥିବା ବିଭିନ୍ନ ନଦୀରେ କୁମ୍ଭୀର ଗଣନା କରାଯିବ। ଏହାପରେ ୧୯ ରେ ଡଲ୍‌ଫିନ୍‌ ଗଣନା କରାଯିବ।



from Odisha Reporter http://bit.ly/2R4I3np

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages