ଅଧା ରହିଗଲା ଦ୍ୱିତୀୟ ବିବାହ, ପ୍ରୋସେସନ୍‌ରୁ ବରକୁ ଉଠାଇ ନେଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ଅଧା ରହିଗଲା ଦ୍ୱିତୀୟ ବିବାହ, ପ୍ରୋସେସନ୍‌ରୁ ବରକୁ ଉଠାଇ ନେଲା ପୁଲିସ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର):ଯୁବତୀଙ୍କୁ ଦ୍ୱିତୀୟ ବିବାହ ପୂର୍ବରୁ ପ୍ରୋସେସନ୍‌ରୁ ବରକୁ ଉଠାଇ ନେଲା ପୁଲିସ୍‌। ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ମଝିକା ଗାଁରେ। ଅଭିଯୋଗ ମୁତାବକ,ଢେଙ୍କାନାଳ କସରା ଗାଁର ଯୁବକ ଅବନୀ ରାଉତ ପୂର୍ବରୁ ଜଣଙ୍କୁ ବିବାହ କରିଥିଲେ।

ଆଜି ଆଉ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ମଝିଗାଁକୁ ପ୍ରୋସେସନ୍‌ରେ ଆସୁଥିଲେ। ତେବେ ପୂର୍ବରୁ ଏ ସଂପର୍କରେ ଅଭିଯୋଗ ପାଇଥିବା ହିନ୍ଦୋଳ ପୁଲିସ, ଅନୁଗୁଳ ପୁଲିସ ସହାୟତାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିଲା। ଏପଟେ ଦ୍ୱିତୀୟ ବିବାହ ଅଧାରୁ ଅଟକି ଥିବା ବେଳେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।



from Odisha Reporter http://bit.ly/2CTiGed

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages