ହାତ ଛାଡ଼ି ପଦ୍ମ ଧରିଲେ ଅଭିନେତ୍ର ମୌସୁମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ହାତ ଛାଡ଼ି ପଦ୍ମ ଧରିଲେ ଅଭିନେତ୍ର ମୌସୁମୀ

ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନ ପୂର୍ବରୁ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ୨୦୦୪ରେ ମୌସୁମୀ କଂଗ୍ରେସ ଟିକେଟ୍‌ରୁ ବେଙ୍ଗଲରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ।

୭୦ ବର୍ଷୀୟ ଅଭିନେତ୍ରୀ ମୌସୁମୀ ଗତକାଲି ଦିଲ୍ଲୀ ଆସି ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ଆଜି ବିଜେପିର ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିୟାଙ୍କ ଉପସ୍ଥିତିରେ ମୌସୁମୀ ପଦ୍ମ ଧରିଛନ୍ତି।

୨୦୦୪ରେ ମୌସୁମୀ କୋଲକାତାର ନର୍ଥ ଇଷ୍ଟ ନିର୍ବାଚନ ମଣ୍ଡଳୀରୁ ପରାସ୍ତ ହେବା ପରେ ସକ୍ରିୟ ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ।
ସେ ବେଙ୍ଗଲୀ ସମେତ ବଲିଉଡ୍‌ର ଏକାଧିକ ଫିଲ୍ମରେ ଅଭିନୟ କରିଛନ୍ତି।



from Odisha Reporter http://bit.ly/2GTDpUv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages