ଏୟାର୍‌ଟେଲ୍‌ ଆରମ୍ଭ କଲା ୭୬ଟଙ୍କିଆ ପ୍ରିପେଡ୍‌ ପ୍ୟାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ଏୟାର୍‌ଟେଲ୍‌ ଆରମ୍ଭ କଲା ୭୬ଟଙ୍କିଆ ପ୍ରିପେଡ୍‌ ପ୍ୟାକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଟେଲିକମ୍ୟୁନିକେସନ୍‌ ସର୍ଭିସ୍‌ କମ୍ପାନୀ ଏୟାର୍‌ଟେଲ୍‌ ନିଜର ନୂଆ ସ୍କିମ୍‌ ୭୬ ଟଙ୍କାର ପ୍ରିପେଡ୍‌ ପ୍ୟାକ୍‌ ଲଞ୍ଚ୍‌ କରିଛି। ଏହି ପ୍ୟାକ୍‌ର ଅବଧି ୨୮ଦିନ ରହିଛି। ଏଥିରେ ୧୦୦MB ଡାଟା ମିଳିବ। ଯେଉଁଥିରେ 2G/3G/4G ଡାଟା ସାମିଲ୍‌ ରହିଛି। ତେବେ ଏହି ଅଫର୍‌ ସମସ୍ତଙ୍କ ପାଇଁ ଉପଲବ୍ଧ ନାହିଁ। ସିମ୍‌ କିଣିବାର ପ୍ରଥମ ରିଚାର୍ଜରେ ହିଁ ଏହି ଅଫର୍‌ ମିଳିବ।

ଏୟାର୍‌ଟେଲ୍‌ର ଫାଷ୍ଟ୍‌ ରିଚାର୍ଜ ପ୍ଲାନ୍‌ରେ ୧୭୮ ଟଙ୍କା, ୩୪୪, ୪୯୫  ଏବଂ ୫୫୯ ଟଙ୍କାର ପ୍ୟାକ୍‌ ରହିଛି।

୫୫୯ ଟଙ୍କା ଫାଷ୍ଟ୍‌ ରିଚାର୍ଜରେ ୧୨୬GB 4G ଡାଟା ସହ ଅନ୍‌ଲିମିଟେଡ୍‌ କଲିଂ ବ୍ୟବସ୍ଥା ରହିଛି। ଏଥିସହିତ ଦିନକୁ ୧୦୦ଟି ମେସେଜ୍‌ ମଧ୍ୟ ପଠାଇ ହେବ। ଏହି ଅଫର୍‌ର ଅବଧି ୯୦ଦିନ ପର୍ଯ୍ୟନ୍ତ ରହିବ।

୨୨୯ ଟଙ୍କା ଫାଷ୍ଟ୍‌ ରିଚାର୍ଜରେ ୨୮ଦିନ ପାଇଁ ଅନ୍‌ଲିମିଟେଡ୍‌ କଲିଂ ରହିଛି। ଏଥିରେ  ପ୍ରତ୍ୟେକ ଦିନ ୧୦୦ଟି ମେସେଜ୍‌ ମଧ୍ୟ ପଠାଯାଇପାରିବ ଏବଂ ଦୈନିକ ୧.୪ GBର ଡାଟା ରହିବ।

୨୨୯ ଟଙ୍କା ଫାଷ୍ଟ୍‌ ରିଚାର୍ଜରେ ୨୮ଦିନ ପାଇଁ ଅନ୍‌ଲିମିଟେଡ୍‌ କଲିଂ ରହିଛି। ଏଥିରେ ପ୍ରତି ଦିନ ୧୦୦ଟି ମେସେଜ୍‌ ପଠାଯାଇପାରିବ। ଏଥିରେ ଦୈନିକ ୧.୪ GBର ଡାଟା ରହିବ।

ସେହିଭଳି ୪୯୪ ଟଙ୍କା ଫାଷ୍ଟ୍‌ ରିଚାର୍ଜରେ ୮୪ଦିନ ପାଇଁ ଅନ୍‌ଲିମିଟେଡ୍‌ କଲିଂ ବ୍ୟବସ୍ଥା ରହିଛି। ଏଥିରେ ପ୍ରତ୍ୟେକ ଦିନ ୧୦୦ଟି ମେସେଜ୍‌ ପଠାଯାଇପାରିବ ଏବଂ ଏଥିରେ ଦୈନିକ ୧.୪ GBର ଡାଟା ରହିବ।

ନିକଟରେ ୧୬୯ ଟଙ୍କାର ପ୍ଲାନ୍‌ ମଧ୍ୟ ଲଞ୍ଚ ହୋଇଥିଲା। ଯେଉଁଥିରେ ପ୍ରତ୍ୟେକ ଦିନ ୧GBର ଡାଟା ସହ ଅନ୍‌ଲିମିଟେଡ୍ କଲିଂର ସୁବିଧା ୨୮ଦିନ ପର୍ଯ୍ୟନ୍ତ ରହିଥିଲା।



from Odisha Reporter http://bit.ly/2VvSjnf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages