ପ୍ରସ୍ତୁତ କରନ୍ତୁ ‘ଚିଲି କାବୁଲି ଚଣା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ପ୍ରସ୍ତୁତ କରନ୍ତୁ ‘ଚିଲି କାବୁଲି ଚଣା’

ଆବଶ୍ୟକ ସାମଗ୍ରୀ- କାବୁଲି ଚଣା, କ୍ୟାପ୍‍ସିକମ୍‍, ପିଆଜ, କର୍ଣ୍ଣଫ୍ଲୋର୍‌, ମଇଦା, ଅଦା ପେଷ୍ଟ୍‌, ରସୁଣ ଓ କଞ୍ଚା ଲଙ୍କା ପେଷ୍ଟ୍‍, ଶୋୟା ସସ୍‍, ଟମାଟୋ ସସ୍‍, ଆବଶ୍ୟକ ଅନୁଯାୟୀ ତେଲ ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କାବୁଲି ୫-୬ଘଣ୍ଟା ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ଅଳ୍ପ ଲୁଣ ଦେଇ ଏହାକୁ ସିଝାଇ ଦିଅନ୍ତୁ। କାବୁଲି ସିଝିଗଲା ପରେ ସେଥିରେ ଅଦା, ରସୁଣ, ଲଙ୍କା ପେଷ୍ଟ ସହ ମଇଦା ଓ କର୍ଣ୍ଣଫ୍ଲୋର ମିଶାଇ ଭଲଭାବରେ ମିକ୍ସ କରିଦିଅନ୍ତୁ। ତାପରେ ଏହାକୁ ଗୋଟିଏ କଡ଼େଇରେ ତେଲ ଗରମ କରି ସିଝା ଚଣା ସବୁକୁ ସୁନେଲି ରଙ୍ଗ ହେବାଯାଏ ଛାଣନ୍ତୁ। ଅନ୍ୟ ଏକ କଡ଼େଇରେ ୨ଚାମଚ ତେଲ ପକାଇ କଟା ପିଆଜ ଓ କ୍ୟାପ୍‍ସିକମ୍‍କୁ ଭାଜନ୍ତୁ। ଏହା ଭାଜି ହେଲା ପରେ ଛଣା ହେଇଥିବା ଚଣାକୁ ପକାନ୍ତୁ ଓ ତା’ଉପରେ ୧ ଚାମଚ ଟମାଟୋ ସସ୍ ଓ ଶୋୟା ସସ୍ ପକାଇ ୧ମିନିଟ୍‍ ଭାଜି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିଲି କାବୁଲି ଚଣା।



from Odisha Reporter http://bit.ly/2CTXoOK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages