ହକି ବିଶ୍ୱକପ୍‌କୁ ନେଇ ଆସିଲା ବୋବାଲ ମ୍ୟୁଜିକ ଭିଡିଓ ‘ଦେଖତେ ଦେଖତେ’ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ହକି ବିଶ୍ୱକପ୍‌କୁ ନେଇ ଆସିଲା ବୋବାଲ ମ୍ୟୁଜିକ ଭିଡିଓ ‘ଦେଖତେ ଦେଖତେ’ !

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଡ଼ିଶା ସରକାର ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ହକି ବିଶ୍ୱକପ୍‌ ଅୟୋଜନ କଲେ। ହକି ବିଶ୍ୱକପ୍‌ କରି କେତେ କ’ଣ ସଫଳତା ସାଉଁଟିଲେ। ଏବେ ହକି ବିଶ୍ୱକପ୍‌ ପରେ କ’ଣ ସବୁ ବଦଳିଛି? କେମିତି ଅଛି ଓଡ଼ିଶାର ହାଲ୍‌? ହକି ବିଶ୍ୱକପ୍‌ ବେଳେ କ’ଣ ହୋଇଥିଲା ଏବଂ ଏବେ କ’ଣ ହୋଇଛି, ତାକୁ ନେଇ ଏବେ ମାର୍କେଟକୁ ନୂଆ ବୋବାଲ ମ୍ୟୁଜିକ ଭିଡିଓ ଆସି ସୋଶାଲ ମିଡିଆରେ ଭାଇରାଲ ହୋଇଛି।

କେମିତି ଦେଖୁ ଦେଖୁ ସବୁ କିଛି ସରିଗଲା ଏବଂ ଦେଖୁ ଦେଖୁ ବଲିଉଡ୍‌ ଷ୍ଟାରମାନେ ଆସି ଭୋଟ୍‌ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ, ତା’ କଥା ମଧ୍ୟ ଗୀତରେ ରହିଛି। ମୋ ସାଇକେଲ୍‌ ଠାରୁ ଆରମ୍ଭ କରି ମୋ ବସ୍‌, ଗାଁରୁ ଗ୍ଲୋବରେ ଓଡ଼ିଶା କେମିତି ପରିଚିତ ହେଲା, ସେକଥା ମଧ୍ୟ ଗୀତଟିକୁ ଲେଖିଥିବା ଭାଇମାନେ ଏଥିରେ ଉଲ୍ଲେଖ କରିଛନ୍ତି।

ପ୍ରକୃତରେ ହକି ବିଶ୍ୱକପ୍‌ ଆମକୁ କ’ଣ ଦେଲା ଆଉ ଆମଠାରୁ କ’ଣ ନେଲା, ସେକଥା ଏହି ଗୀତ ଶୁଣିବା ପରେ ଆପଣମାନେ ଚିନ୍ତା କରନ୍ତୁ।

ଦେଖନ୍ତୁ ସେହି ବୋବାଲ୍‌ ଭିଡିଓ:



from Odisha Reporter http://bit.ly/2H53jVv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages