ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସରେ ଚଢ଼ଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସରେ ଚଢ଼ଉ

indrani

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଆଜି କମ୍ପାନୀର ବିଭିନ୍ନ ଖଣି ଓ ଠିକଣାରେ ଆୟକର ବିଭାଗ ଚଢ଼ଉ କରିଛି।

ଟିକସ ଯାଞ୍ଚ ନେଇ ସଂସ୍ଥାର ୧୫ରୁ ୧୬ ସ୍ଥାନରେ ଆୟକର ବିଭାଗ ଏହି ଚଢ଼ଉ କରିଚି।

ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ରାଉରକେଲା ଘର, କାର୍ଯ୍ୟାଳୟ ଓ ବିଭିନ୍ନ ଖଣି କାର୍ଯ୍ୟାଳୟ ସମେତ ଭୁବନେଶ୍ୱରର ସହିଦନଗରରେ ଥିବା କମ୍ପାନୀ ଅଫିସରେ ମଧ୍ୟ ଚଢ଼ଉ ହୋଇଛି। ଏଥିସହ ଯୋଡାସ୍ଥିତ ତାଙ୍କ ଅଫିସରେ ମଧ୍ୟ ବିଭାଗ ପକ୍ଷରୁ ଚଢଉ କରାଯାଇଛି।



from Odisha Reporter http://bit.ly/2M5JMmx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages