ସ୍କୁଲ ଯାଉଥିବା ଶିକ୍ଷୟିତ୍ରୀଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ସ୍କୁଲ ଯାଉଥିବା ଶିକ୍ଷୟିତ୍ରୀଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ

kidnap

ନୀଳଗିରି (ବିଶ୍ୱମ୍ୱର ଦାସ): ସ୍କୁଲ ଯାଉଥିବା ବେଳେ ଶିକ୍ଷୟିତ୍ରୀଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ। ଆଜି ଏମିତି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ।

ନୀଳଗିରି ଥାନା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ ଆଜି ସ୍କୁଲ ଯାଉଥିଲେ। ପଞ୍ଚଲିଙ୍ଗେଶ୍ୱରର ମହେନ୍ଦ୍ର ନିବାସ ହୋଟେଲ୍‌ ପାଖରୁ ଦୁର୍ବୃତ୍ତମାନେ ଏକ ସ୍କର୍ପିଓରେ ଆସି ଶିକ୍ଷୟିତ୍ରୀଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ। ପରେ ଦୁର୍ବୃତ୍ତମାନେ ତାଙ୍କୁ ଜବରଦସ୍ତ ଉଠାଇ ଗାଡ଼ିରେ ବସାଇ ନେଇଯାଇଥିଲେ। ମାତ୍ର ତାଙ୍କୁ କିଏ ଅପହରଣ କରିଛନ୍ତି, ତାହା ଏଯାଏ ଜଣାପଡ଼ି ନାହିଁ।



from Odisha Reporter http://bit.ly/2CNRK0B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages